ହିମାଚଳ ପ୍ରଦେଶରେ ଭୂସ୍ଖଳନ, ପୋଲ ଭୁଶୁଡ଼ି ୯ ମୃତ

ସିମଲା: ହିମାଚଳ ପ୍ରଦେଶର କିନୌର ସ୍ଥିତ ସାଙ୍ଗଲା ଘାଟିରେ ଭୂସ୍ଖଳନ ଯୋଗୁଁ ଏକ ପୋଲ ଭୁଶୁଡ଼ି ପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। କିନୌର ଜିଲ୍ଲା ଏସପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ବାଟସେରୀ…

ପର୍ନ ଫିଲ୍ମ ରାକେଟ୍: ରାଜ୍ କୁନ୍ଦ୍ରାଙ୍କ ବଢ଼ିଲା ସମସ୍ୟା, ଚାରି କର୍ମଚାରୀ ହେବେ ସରକାରୀ ସାକ୍ଷୀ

ମୁମ୍ବାଇ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିପାରେ। ସୂଚନାନୁସାରେ, ରାଜ୍ କୁନ୍ଦ୍ରାଙ୍କ କମ୍ପାନୀର ଚାରିଜଣ କର୍ମଚାରୀ ଏହି ମାମଲାରେ ସରକାରୀ ସାକ୍ଷୀ ହେବେ ବୋଲି ଜଣାପଡିଛି। ସେମାନେ…

ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜ୍ଜା ଦେବ ଡୋମିନୋସ୍

ନୂଆଦିଲ୍ଲୀ: ଭାରତର ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ଏହାସହ ଭାରୋତ୍ତୋଳନରେ ପଦକ ପାଇଁ ଭାରତର ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଛି | ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ଚାନୁ ଏହି ସଫଳତା ହାସଲ କରି ଭାରତର ପଦକ ଖାତା…

ଟୋକିଓ ଅଲିମ୍ପିକ୍ସ: ଚମତ୍କାର ବିଜୟରୁ ମେରିକମଙ୍କ ଅଭିଯାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଭାରତର ସବୁଠୁ ବଡ ପଦକ ଆଶା ଏମସି ମେରିକମ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡରେ ମେରିକମ ଡୋମିନିକାର ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ନିଜ ଶେଷ ଅଲିମ୍ପିକ୍ସ ଖେଳୁଥିବା ମେରିକମ…

ଦେଶର ସବୁଠୁ ବଡ଼ ବନ୍ଧୁକ ଲାଇସେନ୍ସ ସ୍କାମ୍‌ର ପର୍ଦ୍ଦାଫାସ୍‌, ସିବିଆଇ ରାଡାରରେ ଜମ୍ମୁକାଶ୍ମୀରର ବହୁ ଜିଲ୍ଲା…

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବନ୍ଧୁକ ଲାଇସେନ୍ସ ସ୍କାମ୍‌ର ପର୍ଦ୍ଦାଫାସ୍ କରିଛି ସିବିଆଇ । ଏହି ସ୍କାମ୍‌ରେ ଜାମ୍ମୁକାଶ୍ମୀରର ବହୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟ ସମ୍ପୃକ୍ତି ଥିବା ଜଣାପଡ଼ିଛି । ସେମାନେ ମୋଟାଅଙ୍କର ଲାଞ୍ଚ ବଦଳରେ ବନ୍ଧୁକ ଡିଲରଙ୍କୁ ବେଆଇନ ଲାଇସେନ୍ସ ଜାରି କରିଥିବା…

ଇସାକଙ୍କ ପ୍ରଶଂସାରେ ମୋଦି ଶତମୁଖ

ବାସି ପଖାଳ ଭିଡିଓ କରି ୟୁଟୁବରୁ ବିପୁଳ ଟଙ୍କା ଆଦାୟ କରୁଛନ୍ତି ଇସାକ୍ ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଉପାନ୍ତ ଯୁୁଯୁମୁରା ବ୍ଲକ ଝାଙ୍କରପାଲି ଗାଁର ଆଦିବାସୀ ଯୁବକ ଇସାକ ମୁଣ୍ଡା ୟୁଟୁବରେ ଏବେ ପରିଚିତ ନାଁ ଟିଏ । ଏହି ଗରିବ ଯୁବକଙ୍କ ଭାଗ୍ୟ ବଦଳାଇ ଦେଇଛି ୟୁଟୁବ୍ । ଗରିବଙ୍କ ଏକମାତ୍ର…

ଏସିଏଫ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସ

ବଲାଙ୍ଗିର: ଏସିଏଫ ସୋମ୍ୟରଞ୍ଜନ ମୃତ୍ୟ ମାମଲାରେ ବଲାଙ୍ଗୀର ଲିଙ୍କର ତନାଘନା ଆରମ୍ଭ ! ଏହାର ତଦନ୍ତ ପାଇଁ ବଲାଙ୍ଗୀରକୁ ପାରଳାଖେମୁଣ୍ଡି ପୁଲିସ ପହଞ୍ଚିଛି। ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଗତକାଲି ବିଳମ୍ବିତ ରାତିରେ ପହଞ୍ଚି ଆଜି ସକାଳୁ ତଦନ୍ତ…