କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ କରିବେ ବୋଲି ୟେଦିୟୁରପ୍ପା କହିଛନ୍ତି। ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ…

କୋରୋନାର ତୃତୀୟ ପ୍ରବାହ ଆସିବାର କୌଣସି ଲକ୍ଷଣ ନାହିଁ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- କୋରୋନାର ତୃତୀୟ ପ୍ରବାହ ଆସିବାର ଏ ଯାଏଁ କୌଣସି ଲକ୍ଷଣ ନାହିଁ । ତୃତୀୟ ପ୍ରବାହ କେବେ ଆସିବ,ତାହାର ପ୍ରଭାବ କିଭଳି ହେବ, ସେ ନେଇ ବିଶେଷ କିଛି ସୂଚନା ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ,ରାଜ୍ୟରେ ବର୍ତ୍ତମାନର ସଂକ୍ରମଣର ଯେଉଁ ଟ୍ରେଣ୍ଡ୍…

ପୁରୀରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ- ପୁରୀ ବଳିଆପଣ୍ଡାରେ ସୁଜଳ –ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇବେ ପୁରୀ ସହରବାସୀ । ସହରରେ ୨ ଦଶମିକ ୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ଜଳ ପାଇବେ । ଏହି ପ୍ରକଳ୍ପ…

ଏବେ ଛୁଟିଦିନରେ ବି ଆପଣଙ୍କ ଆକାଉଣ୍ଟକୁ ଆସିଯିବ ଦରମା, ଆରବିଆଇ କଲା ଏହି ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛି ଯେ ଅଗଷ୍ଟ ୧, ୨୦୨୧ରୁ ବଲ୍କ ପେମେଣ୍ଟ ସିଷ୍ଟମ ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନ୍ଏସିଏଚ୍) ସପ୍ତାହର ସମସ୍ତ ଦିନ ଉପଲବ୍ଧ ହେବ। ଏପର୍ଯ୍ୟନ୍ତ ଏହି ସୁବିଧା କେବଳ ସପ୍ତାହର କାର୍ଯ୍ୟ ଦିବସ ଗୁଡ଼ିକରେ ଉପଲବ୍ଧ…

କାରଗିଲ୍ ବିଜୟ ଦିବସରେ ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧରେ ବିଜୟର ୨୨ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ଶହୀଦ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାରଗିଲ୍ ବିଜୟ ଦିବସରେ ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି…

ରାଜ୍ୟରେ ଆହୁରି ଖସିଲା ଦୈନିକ କୋରୋନା ସଂକ୍ରମଣ ଗ୍ରାଫ, ଦିନକରେ ୧୬୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୪୯ ଓ ସ୍ଥାନୀୟ ଅଂଚଳରୁ ୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୬୦, କଟକରୁ ୨୫୦, ଅନୁଗୁଳରୁ ୧୦୦,…