ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର କ୍ରୁଜ୍ ବୋଟି, ଇକୋ ଟୁରିଜିମର ହେବ ବିକାଶ

ସମ୍ବଲପୁର – ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର ଆରମ୍ଭ ହେବ କ୍ରୁଜ୍ ବୋଟିଂ । ଜଳଭଣ୍ଡାରରେ ଇକୋ ଟୁରିଜିମ ସହ ଟାପୁରେ ହୋଟେଲ ବ୍ୟବସ୍ଥା ବି କରାଯିବ । ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ପରିବେଶ…

୪ ହଜାରରୁ ଅଧିକ ପଡା ହେବା ନୂଆ ରାଜସ୍ୱ ଗାଁ, ନିୟମାବଳୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟର ୪ ହଜାରରୁ ଅଧିକ ପଡା ହେବ ନୂଆ ରାଜସ୍ୱ ଗାଁ । ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ରାଜସ୍ୱ ଗାଁଠାରୁ ଅଧ…

ବ୍ୟାଙ୍କ୍ ଦେବାଳିଆ ହେଲେ ଜମାକାରୀଙ୍କୁ ୯୦ ଦିନରେ ମିଳିବ ୫ ଲକ୍ଷ ଟଙ୍କା ବୀମା ସୁରକ୍ଷା, ଡିସିଆଇସିସି ଆଇନରେ ସଂଶୋଧନ…

ନୂଆଦିଲ୍ଲୀ: ବ୍ୟାଙ୍କ୍ ଦେବାଳିଆ ହେବା ସ୍ଥିତିରେ ଆକାଉଣ୍ଟଧାରୀମାନଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି), ୧୯୬୧ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର…

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନରେ ପୁଣି ୪ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ଠାରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିଲା । ସେପଟେ ଉପରମୁଣ୍ଡରୁ ଆସୁଥିବା ପାଣି ବି କମିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା…

ସାମ୍ପ୍ରତିକ ସମୟ ଜରୁରୀକାଳୀନ ସ୍ଥିତି ଠାରୁ ବି ଗମ୍ଭୀର: ମମତା

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଗାସସ୍ ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ସାମ୍ପ୍ରତିକ ସମୟ ଜରୁରୀକାଳୀନ ସ୍ଥିତି ଅପେକ୍ଷା ଆହୁରି ଗମ୍ଭୀର। ମମତା ବାନାର୍ଜୀ ଦିଲ୍ଲୀରେ ଅଛନ୍ତି…