କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର- ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କୋରାପୁୁଟ ଓ ନବରଙ୍ଗପୁର ଗସ୍ତ କରିଛନ୍ତି । କୋରାପୁଟରେ ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିବେ ଦୁଇ ସଚିବ । ଅକ୍ସିଜେନ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଓ କୋଭିଡ ସ୍ଥିତିର ମଧ୍ୟ…

ଜମ୍ମୁକାଶ୍ମୀର କିସ୍ତଓ୍ବାରରେ ବାଦଲ୍ ଫଟା ବର୍ଷା, ୪ ମୃତ, ୩୦ରୁ ଊର୍ଦ୍ଧ୍ବ ନିଖୋଜ

ଶ୍ରୀନଗର: ଜମ୍ମୁକାଶ୍ମୀରରେ କିସ୍ତଓ୍ବାରରେ ବାଦଲ୍ ଫଟା ବର୍ଷା ଯୋଗୁଁ ଜିଲ୍ଲାର ଏକ ଦୁର୍ଗମ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏଥିରେ ୮-୯ ଘର ନଷ୍ଟ ହୋଇଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ଏବଂ ସେନା…

ରାଜ୍ୟରେ ୧୭୦୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳେ ହିଁ ରହିଛି । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା ସାମାନ୍ୟ ବଢିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୭୦୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୯୮୮ ଏବଂ ସ୍ଥାନୀୟ ଅଂଚଳରୁ ୭୧୫ ଚିହ୍ନଟ ହୋଇଛନ୍ତି…

କରୋନା ଅପଡେଟ୍: ପାଞ୍ଚ ଦିନ ପରେ ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ, ଆଉ ୬୪୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧି ପାଇଛି। ପାଞ୍ଚ ଦିନ ପରେ ୪୦ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ​…

ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥ

ବେଙ୍ଗଳୁରୁ – ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବେଙ୍ଗଳୁରୁରେ ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବୋମାଇ ନେତା ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ ମିନିଟରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।…

ଓଡିଶା ନିର୍ମାଣ ନିଗମ ଲିଃ. ରେ ପ୍ରକଳ୍ପ ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ନିର୍ମାଣ ନିଗମ ଲି ( ଓ.ସି.ସି.ଏଲ )ତରଫରୁ କରାଯାଉଥୁବା ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭଲ ଭାବରେ ତଦାରଖ କରି ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚମାନର କମ୍ପ୍ୟୁଟର ବ୍ୟବସ୍ଥାକୃତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥା ପ୍ରୋଜେକ୍ଟ…

କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ୍, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି-୨୦ ଗୋଟିଏ ଦିନ ଘୁଞ୍ଚିଲା

କଲମ୍ବୋ: ଭାରତୀୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ପଜିଟିଭ୍ ହୋଇଛନ୍ତି । ଫଳରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ ଦିନକ ପାଇଁ ସ୍ଥଗିତ ରଖାଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା ଭାରତୀୟ ଦଳର ଅନ୍ୟ ୮ ଖେଳାଳି ମଧ୍ୟ ଆଇସୋଲେସନରେ ରହିଛନ୍ତି…