ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଇଲା ସେବି

ନୂଆଦିଲ୍ଲୀ: ଷ୍ଟକ୍ ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) 'ଭିଆନ୍ ଇଣ୍ଡଷ୍ଟ୍ରିଜ୍' ଲିମିଟେଡ୍, ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ୱାମୀ ରିପୁ ସୁଦାନ କୁନ୍ଦ୍ରା ଓରଫ୍ ରାଜ କୁନ୍ଦ୍ରା ଜରିମାନା କରିଛନ୍ତି। ସେବି ଦ୍ଵାରା ଜାରି ନିର୍ଦ୍ଦେଶ…

ସେରୋ ସର୍ଭେ: ୧୧ ରାଜ୍ୟରେ ଦୁଇ ତୃତୀୟାଂଶ ଲୋକଙ୍କ ଠାରେ ବିକଶିତ ହୋଇଛି ଆଣ୍ଟିବଡି, ମଧ୍ୟପ୍ରଦେଶରେ ସର୍ବାଧିକ, କେରଳରେ…

ନୂଆଦିଲ୍ଲୀ: ଜୁନ୍ ୧୪ରୁ ଜୁଲାଇ ୬ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୧ଟି ରାଜ୍ୟରେ ଜନସଂଖ୍ୟାର ଅତି କମରେ ଦୁଇ-ତୃତୀୟାଂଶ ଲୋକଙ୍କ ଠାରେ କରୋନାଭାଇରସ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି…

ଘନୀଭୂତ ହେଲା ଲଘୁଚାପ କ୍ଷେତ୍ର, ଉତ୍ତର ଓଡିଶାରେ ବର୍ଷା

ଭୁବନେଶ୍ୱର- ଉତ୍ତର ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡିଶାର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଛି । ଘନୀଭୂତ ହୋଇଥିବା ଲଘୁଚାପ କ୍ଷେତ୍ର…

କରୋନା ଅପଡେଟ୍: ଭାରତରେ ଆଉ ୪୩,୫୦୯ ନୂଆ ମାମଲା, ୬୪୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗତ ଦୁଇ ଦିନ ଧରି ପୁଣି ଉପର ମୁହାଁ ହୋଇଛି | କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୩ ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୪୩,୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ଆଉ ୬୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ସଂଗୃହୀତ ତଥ୍ୟ ଅନୁସାରେ ରାଜ୍ୟରେ ଆଉ ୬୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪, ସୁନ୍ଦରଗଡରୁ ୧୦, ଅନୁଗୁଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨ ହଜାରରୁ ତଳେ, ଦିନକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୬୧୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୩୭ ଏବଂ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬୭୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨, କଟକରୁ ୨୨୯, ପୁରୀରୁ ୧୨୩, ବାଲେଶ୍ୱରରୁ ୯୮, ଜଗତସିଂହପୁରରୁ ୯୬, ଅନୁଗୁଳରୁ ୭୨,…

ଟୋକିଓ ଅଲିମ୍ପିକ୍ସ: କ୍ବାର୍ଟରରେ ସିନ୍ଧୁ, ହକିରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ, ବକ୍ସିଂରେ ପଦକରୁ ପାଦେ ଦୂରରେ…

ଟୋକିଓ: ଗୁରୁବାର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନେ ଭଲ ଆରମ୍ଭ କରିଛନ୍ତି। ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ହକି ଦଳ ଆର୍ଜେଣ୍ଟିନାକୁ ୩-୧ରେ ପରାସ୍ତ କରିଛି। ତୀରନ୍ଦାଜରେ ଅତନୁ ଦାସ ପୁରୁଷ ସିଙ୍ଗଲ୍ସର…

ରହସ୍ୟମୟ ପୁରୀର ଅଠରନଳା

ଶ୍ରୀକ୍ଷେତ୍ର ପୁରୀରେ ପ୍ରବେଶ କରିବା ସମୟରେ ଆମକୁ ଯେଉଁ ସେତୁ ବା ପୋଲକୁ ସର୍ବ ପ୍ରଥମେ ଅତିକ୍ରମ କରିବାକୁ ପଡିଥାଏ ତାହାକୁ ଲୋକ ମୁଖରେ ' ଅଠରନଳା ' କୁହାଯାଏ। ଏହି ସ୍ଥାନରୁ ଶ୍ରୀମନ୍ଦିର ଶିଖରରେ ଉଡୁଥିବା ପତିତପାବନ ବାନା ଓ ନୀଳଚକ୍ର ସ୍ପଷ୍ଟ ଦେଖାଯାଇଥାଏ। ଏହି ଅଠରନଳା ପୋଲ କେବେ…