ବ୍ରହ୍ମାଙ୍କ ମାର୍ଗ ଦର୍ଶିକା ମା’ ବାଟମଙ୍ଗଳା
ଶ୍ରୀକ୍ଷେତ୍ର ପୁରୀର ପ୍ରବେଶ ପଥରେ ରହିଛନ୍ତି ମା' ବାଟମଙ୍ଗଳା। ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ରାଜପଥ ଉପରେ ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ଏକ ମନ୍ଦିର। ଏହି ମନ୍ଦିରଟି ହେଉଛି ମା' ବାଟମଙ୍ଗଳାଙ୍କ ମନ୍ଦିର। ଅବଶ୍ୟ ଏହି ମନ୍ଦିରଟି ବର୍ତ୍ତମାନର…