କରୋନା ଅପଡେଟ୍: ଦେଶରେ ଆଉ ୪୪,୨୩୦ ନୂଆ ମାମଲା, କେରଳରୁ ହିଁ ୫୦ ପ୍ରତିଶତ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦ ମଧ୍ୟରେ ଦେଶରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଲଗାତାର ତୃତୀୟ ଦିନ ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୪,୨୩୦ ନୂଆ ମାମଲା ଆସିଛି ​​ଏବଂ ୫୫୫…

ପେଗାସସ୍ କେଳେଙ୍କେରୀ ନେଇ ବଢୁଛି ଅସନ୍ତୋଷ, ନିରପେକ୍ଷ ତଦନ୍ତ ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୫୦୦ରୁ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ ୫୦୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। ଭାରତରେ ଇସ୍ରାଏଲ୍ କମ୍ପାନୀ ଏନ୍ଏସ୍ଓ ଦ୍ୱାରା ପେଗାସସ୍ ସ୍ପାଏୱେୟାର ବିକ୍ରୟ,…

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ବକ୍ସର ଲଭଲିନା

ଟୋକିଓ – ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ । ୱେଲଟେରୱେଟ୍ ଶ୍ରେଣୀରେ ଲଭଲିନା ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ସିନ୍ –ସେନ୍ ନିଏନଙ୍କୁ ୪-୧ ରେ…

ମାଟ୍ରିକ ଅଫଲାଇନ୍ ଇଂପ୍ରୁଭମେଂଟ୍ ଅଫଲାଇନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର - ଆଜିଠାରୁ ମାଟ୍ରିକ ଅଫଲାଇନ ଇଂପ୍ରୁଭମେଂଟ୍ ପରୀକ୍ଷା ଆରମ୍ଭ ହୋଇଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ହେଉଛି । ୫୦୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୫ ହଜାର ୧୩୬ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ରେଗୁଲାରରେ ୬ ହଜାର…

ରାଜ୍ୟରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ମାତ୍ର ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୫୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୯୦୪ ଓ ସ୍ଥାନୀୟ ଅଂଚଳରୁ ୬୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୯ ଓ କଟକରୁ ୨୪୧…

ବ୍ରହ୍ମାଙ୍କ ମାର୍ଗ ଦର୍ଶିକା ମା’ ବାଟମଙ୍ଗଳା

ଶ୍ରୀକ୍ଷେତ୍ର ପୁରୀର ପ୍ରବେଶ ପଥରେ ରହିଛନ୍ତି ମା' ବାଟମଙ୍ଗଳା। ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ରାଜପଥ ଉପରେ ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ଏକ ମନ୍ଦିର। ଏହି ମନ୍ଦିରଟି ହେଉଛି ମା' ବାଟମଙ୍ଗଳାଙ୍କ ମନ୍ଦିର। ଅବଶ୍ୟ ଏହି ମନ୍ଦିରଟି ବର୍ତ୍ତମାନର…

ଗୀତା ମହାତ୍ମ୍ୟ: ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ  ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।।

ଗୀତା ସୁଗୀତା କର୍ତ୍ତବ୍ୟ କିମନୈ ଶାସ୍ତ୍ର ବିସ୍ତରୈ ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମାଦ ବିନିଶୃତ।। ଭଗବଦ ଗୀତା ସ୍ୱୟଂ ଭଗବାନଙ୍କ ଦ୍ଵାରା କୁହାଯାଇଛି। ଏହାକୁ ନିୟମିତ ଭାବରେ ମନଯୋଗ ସହକାରେ ଅଧ୍ୟୟନ ଓ ଶ୍ରବଣ କରିବା ଉଚିତ। ଆଧୁନିକ ଯୁଗରେ ମାନବ ସାଂସାରିକ କର୍ମରେ ଏତେ ବ୍ୟସ୍ତ ଯେ,…

ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଏନସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ଏନଡିଆରଏଫ ଡିଜି ଥିବା ଓଡିଆ ପୁଅ ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍‌ସ କଂଟ୍ରୋଲ ବ୍ୟୁରୋ –ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥିବା ରାକେଶ ଅସ୍ଥାନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଧାନ ।…