ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ଶହ ତଳେ, ଦିନକରେ ଚିହ୍ନଟ ହେଲେ ୧୪୩୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୫ ଶହ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଏବଂ କଟକରୁ ୧୯୦ ନୂଆ ଆକ୍ରାନ୍ତ…

ସାରାରାଜ୍ୟରେ ନାଇଟ କର୍ଫ୍ୟୁ ସହ ଆଜିଠାରୁ ଅନଲକ୍ ପ୍ରକ୍ରିୟା କାର୍ଯ୍ୟକାରୀ, ଖୋଲିବ ମଲ୍‌, ହଲ୍‌, ବାର ଓ ରେସ୍ତୋରାଁ

ଭୁବନେଶ୍ୱର- ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ନୂଆ କୋରୋନା ଗାଇଡଲାଇନ୍ ଆଜିଠାରୁ ଲାଗୁ ହୋଇଛି । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସାରାରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ ।…

ଗୀତା ମହାତ୍ମ୍ୟ:  ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ। ଏହି ଭଗବଦଗୀତା ସମସ୍ତ ଉପନିଷଦ ମାନଙ୍କ ସାର ଅଟେ। ସମସ୍ତ ଉପନିଷଦ ଏକ ଗାଭି ସଦୃଶ ଅଟନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଏହି ଗାଭିକୁ ଦୋହନ କରୁଛନ୍ତି। ଏଥିରୁ ନିର୍ଗତ ଦୁଗ୍ଧ ସମସ୍ତ ବେଦର…