ସାରାରାଜ୍ୟରେ ନାଇଟ କର୍ଫ୍ୟୁ ସହ ଆଜିଠାରୁ ଅନଲକ୍ ପ୍ରକ୍ରିୟା କାର୍ଯ୍ୟକାରୀ, ଖୋଲିବ ମଲ୍‌, ହଲ୍‌, ବାର ଓ ରେସ୍ତୋରାଁ

ଭୁବନେଶ୍ୱର- ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ନୂଆ କୋରୋନା ଗାଇଡଲାଇନ୍ ଆଜିଠାରୁ ଲାଗୁ ହୋଇଛି । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସାରାରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ ।…

ଗୀତା ମହାତ୍ମ୍ୟ:  ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ। ଏହି ଭଗବଦଗୀତା ସମସ୍ତ ଉପନିଷଦ ମାନଙ୍କ ସାର ଅଟେ। ସମସ୍ତ ଉପନିଷଦ ଏକ ଗାଭି ସଦୃଶ ଅଟନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଏହି ଗାଭିକୁ ଦୋହନ କରୁଛନ୍ତି। ଏଥିରୁ ନିର୍ଗତ ଦୁଗ୍ଧ ସମସ୍ତ ବେଦର…

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’, କମୁଛି ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି।…

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର କ୍ୱାର୍ଟରରେ ଭାରତୀୟ ମହିଳା ଦଳ

ଟୋକିଓ – ଅଲିମ୍ପିକ୍ସ ହକିର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପହଂଚିଛି ଭାରତୀୟ ମହିଳା ହକି ଦଳ । ଆଜି ଭାରତ ନିଜର ଶେଷ ପୁଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩-୪ ଗୋଲରେ ହରାଇଥିଲା । ସେପଟେ ଏହି…

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ : ବିଜ୍ଞାନରେ ୯୫ ଦଶମିକ ୧୫ ପ୍ରତିଶତ ପାସ୍‌, ବାଣିଜ୍ୟରେ ପାସ ହାର ୯୪…

ଭୁବନେଶ୍ୱର- ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ବିଭାଗୀୟ ସଚିବ, ପରିଷଦର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳପୁସ୍ତିକା ଉନ୍ମୋଚନ କରିଛନ୍ତି । ଏଥର ବିଜ୍ଞାନରେ ପାସ ହାର ୯୫ ଦଶମିକ…

ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ହାଇସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ…