ଆଜିଠୁ ଏଟିଏମ୍ରୁ ଟଙ୍କା ବାହାର କରିବା ହେବ ମହଙ୍ଗା, ଜାଣନ୍ତୁ ନିୟମରେ କଣ ହୋଇଛି ପରିବର୍ତ୍ତନ
ନୂଆଦିଲ୍ଲୀ: ଆଜିଠୁ (ଅଗଷ୍ଟ ୧) ସାଧାରଣ ଲୋକଙ୍କ ପକେଟ୍ ଓ ଜୀବନକୁ ପ୍ରଭାବିତ କଲାଭଳି କିଛି ପରିବର୍ତ୍ତନ ଲାଗୁ ହୋଇଛି । ବିଭିନ୍ନ ବ୍ୟାଙ୍କ୍ ଏଟିଏମ୍ରୁ ଟଙ୍କା ଉଠାଣ ଆଜିଠାରୁ ମହଙ୍ଗା ହୋଇଯିବ । କାରଣ ଦୁଇ ଭିନ୍ନ ବ୍ୟାଙ୍କ୍ ମଧ୍ୟରେ ଟ୍ରାଞ୍ଜାକ୍ସନ୍ ପାଇଁ ଥିବା ଇଣ୍ଟରଚେଞ୍ଜ୍ ଫି’ ବୃଦ୍ଧି…