ରାଜ୍ୟରେ ୨ ହଜାର ୨୧୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୁଇ ହଜାର ଉପରେ ହିଁ ରହିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୨୧୫ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୨୭୨ ଏବଂ ସ୍ଥାନୀୟ ଅଂଚଳରୁ ୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩, କଟକରୁ ୩୪୮,…

ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟର ଏକକ ବିଶ୍ବବିଦ୍ୟାଳୟର ଐତିହାସିକ ନିଷ୍ପତ୍ତି

ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଯୁବ ବିଜେଡ଼ି ପକ୍ଷରୁ ଧନ୍ୟବାଦ ଭୁବନେଶ୍ୱର: ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ…

ଏକାଥରକେ ୧୫ ନାଗ ଛୁଆ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ କୂଅରୁ ଏକାଥରକେ ଉଦ୍ଧାର ହେଲେ ୧୫ ନାଗ ସାପ ଛୁଆ। ଘଟଣା ଘଟିଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଗଣେଶ ନଗର ଅଞ୍ଚଳରେ। ଗଣେଶ ନଗରରେ ରୁହନ୍ତି ପ୍ରଶାନ୍ତ କୁମାର ଦାସ। ତାଙ୍କ ଘର ବଗିଚାରେ ଏକ କୂଅ ରହିଛି। ପ୍ରଶାନ୍ତଙ୍କ ପତ୍ନୀ ପ୍ରତିଦିନ ବଗିଚାରୁ ତୁଳସୀ ପତ୍ର ଆଣି ଘରେ ପୂଜା…

ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ

ପୁରୀ - ପବିତ୍ର ବାହୁଡା ଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ ଲାଗୁ ହେବ । ଆସନ୍ତା ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ୧୪୪ ଧାରା ଜାରି ହେବ । ବଡଦାଣ୍ଡରେ ସାଧାରଣ ଲୋକଙ୍କ ଚଳପ୍ରଚଳ ମନା ହେବ ।…

ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ନୀତି ହେବ ସରଳ, ଦରକାର ନାହିଁ ୫ ବର୍ଷର ସିସିଆର୍‌

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗ୍ରୁପ୍ ସି କର୍ମଚାରୀମାନଙ୍କ ପଦୋନ୍ନତି ଲାଗି ଏଣିକି ଆଉ ୫ ବର୍ଷର ସିସିଆର ( ଚରିତ୍ର ପ୍ରମାଣପତ୍ର ) କିମ୍ବା ପାରଦର୍ଶିତା ରିପୋର୍ଟ ( ପିଏଆର ) ଦରକାର ପଡିବ ନାହିଁ । ଏବେ ସଂପୃକ୍ତ କର୍ମଚାରୀଙ୍କ ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ସୁପାରିଶ ତାଙ୍କୁ…

ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ତିନିରଥ 

ଆଜି ଶ୍ରୀଜୀଉ ଙ୍କ ତିନି ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ସପ୍ତମୀରେ ରଥ ତ୍ରୟ ର ଦକ୍ଷିଣୀ ମୋଡ଼ କରାଯାଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହେବା ପରେ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼…

କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ, ସିଇଟି କଲେଜ ହେବ ଏକକ ବିଶ୍ୱବିଦ୍ୟାଳୟ, ଓଏସଡବ୍ଲୁଏଏନ୍ ପ୍ରକଳ୍ପର…

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଭୁବନେଶ୍ୱର ସିଇଟି କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ । ଓଡିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ୍ ରିସର୍ଚ୍ଚ- ଓୟୁଟିଆର୍ ଢାଂଚାରେ ଏକକ…