ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଘୋଷଣା କଲା ଆଇସିସି, ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ଦୁବାଇ: ୧୭ ଅକ୍ଟୋବରରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ପାଇଁ ଆଇସିସି ଗ୍ରୁପ୍ ଘୋଷଣା କରିଛି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି। ଏଭଳି ସ୍ଥିତିରେ ଦୁଇ ବର୍ଷ ପରେ ପୁଣି ଥରେ ଏସିଆର ଏହି ଦୁଇ ପାଓ୍ବାର ହାଉସ୍ ମୁହାଁମୁହିଁ ହେବାକୁ…

ମନି ଲଣ୍ଡ୍ରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ଅନିଲ ଦେଶମୁଖଙ୍କ ୪.୨୦ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଅନିଲ ଦେଶମୁଖ ଏବଂ ତାଙ୍କ ପରିବାରର ୪.୨୦ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିଛି | ଇଡିର ଜଣେ…

ଭାରତରେ କୋଭିଡ୍ ଟିକାକରଣକୁ ପୂରିଲା ୬ ମାସ, ୩୯ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଗଲାଣି ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ୬ ମାସ ‌ ପୁରିଛି । ଏହି ଛଅ ମାସରେ ମୋଟ ୩୯ କୋଟି ୫୩ ଲକ୍ଷ ୪୩ ହଜାର ୭୬୭ ଲୋକଙ୍କ ଟିକାକରଣ କରାଯାଇଛି। ଟିକାକରଣରେ ଉତ୍ତରପ୍ରଦେଶ ଆଗରେ ରହିଛି । ଉତ୍ତର ପ୍ରଦେଶରେ ଏଯାବତ୍ ସର୍ବାଧିକ ୩ କୋଟି ୯୫ ଲକ୍ଷ ୨୦ ହଜାର ୮୫ ଲୋକଙ୍କ…

ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶରେ ଜଣାଶୁଣା ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କର ମୃତ୍ୟୁ ହୋଇଛି। ସେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିଲେ ‌‌। ରିପୋର୍ଟିଂ ପାଇଁ ଆଫଗାନିସ୍ତାନ ଯାଇଥିବା ୪୦ ବର୍ଷୀୟ ସିଦ୍ଦିକି ଗୁରୁବାର ରାତିରେ କାନ୍ଦାହାରର ସ୍ପିନ୍…

କୃଷିମନ୍ତ୍ରୀଙ୍କ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ

ମ୍ବଲପୁର: କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ମତ୍ସ୍ୟ ଓ ପଶୁପାଳନ ବିଭାଗର ସମୀକ୍ଷା କରିଛନ୍ତି । ହୀରାକୁଦ ମହମ୍ମଦପୁର ସ୍ଥିତ କେଜ୍ କଲଚର, ଚିପିଲିମାସ୍ଥିତ ମେଗା ମତ୍ସ୍ଯ ଯାଆଁଳା ଉତ୍ପାଦନ…

ଧାନକିଣା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର- ଧାନ କିଣା ନେଇ ବିଜେପି ରୀଜନୀତି କରୁଛି ବୋଲି କହି କଡା ସମାଲୋଚନା କରିଛି ବିଜେଡି । ବିଜେପି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ପ୍ରେସମିଟରେ ସ୍ନେହାଙ୍ଗିନୀ କହିଛନ୍ତି ଯେ,…