ପ୍ରଥମ ଟେଷ୍ଟ: ଆୟର, ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୨୫୮/୪

କାନପୁର: କାନପୁରରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଚାରି ୱିକେଟ୍ ହରାଇ ୨୫୮ ରନ୍ କରିଛି। । ଷ୍ଟମ୍ପ ଅପସାରଣ ବେଳକୁ ନିଜର ଡେବ୍ୟୁ ଟେଷ୍ଟ ଖେଳୁଥିବା ଶ୍ରେୟସ୍ ଆୟର ୭୫ ଏବଂ ରବିନ୍ଦ୍ର ଜାଡେଜା ୫୦ ରନ୍ କରି…

କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ : ବିଜେଡି

ଭୁବନେଶ୍ୱର : ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨,୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା , ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି…

ମେଡିକାଲ କଲେଜରେ କରୋନା ବିସ୍ଫୋରଣ, ପୂର୍ଣ୍ଣ ଡୋଜ୍ ଟିକା ନେବା ସତ୍ତ୍ୱେ ୬୬ ଛାତ୍ର କରୋନା ପଜିଟିଭ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜୀବନଯାତ୍ରା ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ଧାରୱାଡ ଜିଲ୍ଲାର ଏକ ମେଡିକାଲ କଲେଜରେ ୬୬ ଜଣ ଛାତ୍ର କରୋନା ପଜିଟିଭ ହେବା ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ସମସ୍ତ ଛାତ୍ର ଏସଡିଏମ୍ ମେଡିକାଲ…

ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ବାର୍ଷିକ ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର, ନିଟ୍ କାଉନସେଲିଂ ଚାରି ସପ୍ତାହ…

ନୂଆଦିଲ୍ଲୀ: ଇଡବ୍ଲ୍ୟୁଏସ୍ (ଆର୍ଥିକ ଦୁର୍ବଳ ବର୍ଗ) ସଂରକ୍ଷଣ ପାଇଁ ବାର୍ଷିକ ୮ ଲକ୍ଷ ଟଙ୍କାର ଆୟସୀମା ଉପରେ ପୁନର୍ବିଚାର କରିବ କେନ୍ଦ୍ର । ଇଡବ୍ଲ୍ୟୁଏସ୍ ସଂରକ୍ଷଣ ପାଇଁ ମାନଦଣ୍ଡ କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି ।…

ନିଶା ମାଫିଆଙ୍କ ୨ କୋଟି ୩୦ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କଲା ପୋଲିସ

ଖୋର୍ଦ୍ଧା – ସାମନ୍ତରାପୁର ନିଶା ମାଫିଆ ସୋମନାଥ ଭୂଜବଳର ସଂପତ୍ତି ଜବତ କରିଛି ପୋଲିସ । ବ୍ରାଉନ ସୁଗାର ବ୍ୟବସାୟୀର ୨ କୋଟି ୩୪ ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଛି । ଜବତ ସଂପତ୍ତି ମଧ୍ୟରେ ସୋମନାଥ ଓ ତାଙ୍କ ସଂପର୍କୀୟଙ୍କ ନାଁରେ ଥିବା କୋଠାବାଡି ରହିଛି । ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର…