ପୀୟୁଷ ଗୋୟଲ ରାଜ୍ୟସଭାର ନେତା ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜ୍ୟସଭାରେ ଗୃହର ନେତା ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଥାୱରଚାନ୍ଦ ଗେହଲୋଟ୍ ଏହି ପଦରେ ଥିଲେ । କିନ୍ତୁ କର୍ଣ୍ଣାଟକର ରାଜ୍ୟପାଳ ହେବା ପରେ ଏହି ପଦବୀ ଖାଲି ପଡିଥିଲା। ଗୋୟଲ ପୂର୍ବରୁ ରାଜ୍ୟସଭାର ଉପନେତା ଥିଲେ। ଏହି ବରିଷ୍ଠ ସାଂସଦ ଜଣେ…

ତିନି-ଚାରି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତା ବଢାଉଛି ଭୁବନେଶ୍ୱର ଓ କଟକର…

ଭୁବନେଶ୍ୱର- ଜୁଲାଇ ୧୬ରେ ଶେଷ ହେଉଛି ଆଂଶିକ ଲକଡାଉନ ଅବଧି । ତିନି ଚାରିି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଏ ଦୃଷ୍ଟିରୁ ଜୁଲାଇ ୧୬ ପରେ ରାଜ୍ୟରେ କଟକଣା ଅଧିକ କୋହଳ ହେବ କି ନାହିଁ , ସେ ଉପରେ ସମସ୍ତଙ୍କର ନଜର ରହିଛି । ଏଣେ କୋଭିଡ କଟକଣା କୋହଳ ହେଲା ପରେ…

ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଆଦେଶର ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜନସ୍ୱାର୍ଥ ମାମଲାରେ ଦିଆଯାଉଥିବା ଆଦେଶର ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ। ୟୁପି ସରକାରଙ୍କ ଆବେଦନ ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ୟୁପି ସରକାର ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଏକ ମାସ ମଧ୍ୟରେ ରାଜ୍ୟର…

କଟକଣା କୋହଳ ହେବାରୁ ଭିଡ ନେଇ କେନ୍ଦ୍ରର ଚିନ୍ତା, କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ରାଜ୍ୟମାନଙ୍କୁ…

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାକୁ ସେ କହିଛନ୍ତି । କୋରୋନା ମୁକାବିଲା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ନଜର ରଖିବାକୁ ହେବ ।…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ଉପରୁ ହଟିଲା ରୋକ୍, ତିନି କିସ୍ତିରେ ସେପ୍ଟେମ୍ବରରୁ ମିଳିବ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ଉପରେ ଲଗାଯାଇଥିବା ରୋକ୍ ହଟାଇଛନ୍ତି ସରକାର। ତିନୋଟି କିସ୍ତି ସହ ୧୧% ବର୍ଦ୍ଧିତ ମହଙ୍ଗା ଭତ୍ତା କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…

ପାକିସ୍ତାନ: ବସ୍‌ ଉପରେ ଆତଙ୍କୀ ହମଲା, ୬ ଚୀନ୍‌ ନାଗରିକଙ୍କ ସହ ୧୦ ମୃତ

ଇସଲାମାବାଦ: ଉତ୍ତର ପାକିସ୍ତାନରେ ଏକ ବସ୍‌ରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚୀନ୍‌ର ୬ ଜଣ ନାଗରିକ ମଧ୍ୟ ଅଛନ୍ତି। ଏହାଛଡ଼ା ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବୁଧବାର ଆତଙ୍କବାଦୀମାନେ ଏକ ବସ୍‌କୁ…

ଭୁଶୁଡ଼ି ପଡ଼ିଲା ହୋଟେଲ୍, ୧୭ ମୃତ

ବେଜିଂ: ଚାଇନାର ସାଂଘାଇ ନିକଟ ସୁଜୁ ସହରରେ ଏକ ହୋଟେଲ ଭୁଶୁଡ଼ି ପଡିବାରୁ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ୩୬ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଧ୍ବଂସାବଶେଷରୁ ମୃତଦେହ ସହିତ ସହିତ ଆଉ ୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ଗ୍ଲୋବାଲ ଟାଇମ୍ସ ଖବରକାଗଜ ଅନୁଯାୟୀ…