ରାଜଦ୍ରୋହ ଆଇନ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଏହାର କଣ ଆବଶ୍ୟକତା?

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନର ପ୍ରାସଙ୍ଗିକତା ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ରକୁ ଅନେକ ପ୍ରଶ୍ନ କରିଛନ୍ତି । ଏହାକୁ ଏକ ଔପନିବେଶିକ ଆଇନ ଭାବେ ଅଭିହିତ କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଏହି ଆଇନ ବ୍ରିଟିଶମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦମନ କରିବା ପାଇଁ ଆଣିଥିଲେ ।…

କିଛି କଟକଣା କୋହଳ ସହ ରାଜ୍ୟରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏଁ ବୃଦ୍ଧି, ସାରା ରାଜ୍ୟରେ ଚାଲିବ ବସ୍

‌ଭୁବନେଶ୍ୱର- ରାଜ୍ୟ ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି ହୋଇଛି । କିଛି କଟକଣା କୋହଳ ସହ ରାଜ୍ୟରେ ଆଂଶିକ ସଟଡାଉନ ଜୁଲାଇ ୧୬ରୁ ଅଗଷ୍ଟ  ୧ ଯାଏଁ ବଳବତ୍ତର ରହିବ । ସଂକ୍ରମଣ କମୁଥିବାରୁ କଟକଣା ଅଧିକ କୋହଳ କରାଯାଇଛି । କ୍ୟାଟୋଗୋରୀ ଏ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ…

ଆସନ୍ତୁ ଜାଣିବା ଶ୍ରୀଗୁଣ୍ଡିଚା ମହାବେଦୀ ସଂପର୍କରେ କିଛି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟନାମ ହେଉଛ ଶ୍ରୀଗୁଣ୍ଡିଚା ଯାତ୍ରା। ବର୍ଷକୁ ଥରେ କାଳିଆ ଠାକୁର ନିଜ ଭାଇ ଭଉଣୀଙ୍କ ସହିତ ସ୍ୱୟଂ ରତ୍ନସିଂହାସନ ଛାଡି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ତାଙ୍କର ଦ୍ୱାଦଶ ଯାତ୍ରା ଭିତରୁ ଶ୍ରେଷ୍ଠ ଯାତ୍ରା ହେଉଛି…

ଭୁବନେଶ୍ୱର ଏମ୍ସରେ ଉଦଘାଟନ ହେଲା ଇକୋମୋ ମେସିନ

ଭୁବନେଶ୍ୱର- ଏମ୍‌ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା ସପ୍ତାହରୁ ଇକମୋ ମେସିନରୁ ସେବା…

ସ୍ପଷ୍ଟ କଲା ବିସିସିଆଇ, କରୋନା ଆକ୍ରାନ୍ତ ହୋଇଛନ୍ତି ରିଷଭ ପନ୍ତ; ଅନ୍ୟ ଖେଳାଳି ପ୍ରଭାବିତ ହୋଇନାହାନ୍ତି

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ ଖେଳାଳି କରୋନା ପଜିଟିଭ୍ ହୋଇଥିବା ଖବର ସ୍ପଷ୍ଟ କରିଛି ବିସିସିଆଇ । କରୋନା ସଂକ୍ରମିତ ହୋଇଥିବା ଖେଳାଳି ହେଉଛନ୍ତି ୱିକେଟକିପର ବ୍ୟାଟ୍‌ସମ୍ୟାନ୍ ରିଷଭ ପନ୍ତ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଠାରୁ ଡରହମରେ ଭାରତୀୟ ଦଳର…

ନିର୍ମାଣ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନିର୍ମାଣ ଶ୍ରମିକମାନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନର ଆଜି ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୩୮୫ କୋଟି ଟଙ୍କାର କୋଭିଡ ସହାୟତା ନେଇ ପୂର୍ବରୁ ଘୋଷଣା କରିଥିଲେ । ଆଜି ସଂଧ୍ୟାରେ ସେମାନଙ୍କୁ ସହାୟତା ପ୍ରଦାନର…

ଦରଦାମ ବୃୃଦ୍ଧି ପ୍ରତିବାଦରେ ରାଜ୍ୟରେ ବାମଦଳ ପକ୍ଷରୁ ୬ ଘଂଟିଆ ବନ୍ଦ ପାଳନର ମିଶ୍ର ପ୍ରଭାବ

ଭୁବନେଶ୍ୱର- ତୈଳ ଓ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଆଜି ୬ ଘଂଟିଆ ବନ୍ଦ ପାଳନ କରାଯାଇଛି । ରାଜ୍ୟରେ ବନ୍ଦ ପାଳନର ମିଶ୍ର ପ୍ରଭାବ ରହିଛି । ବାମଦଳର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିଲା । ଆନ୍ଦୋଳନାରୀମାନେ କେତେକ ସ୍ଥାନରେ ରାସ୍ତାରୋକ କରିଥିଲେ । କିଛି…

ଅପରାହ୍ନ ସାଢେ ୨ଟାରେ କୋଭିଡ ସ୍ଥିତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ତେଣୁ ଆଜି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଜି ଘୋଷଣା କରିବେ । ଆଜି ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ନୂଆ କୋଭିଡ…