ଯୋଜନା ଓ ସଂଯୋଜନ ବିଭାଗ ଅର୍ଥନୈତିକ ଗବେଷକଙ୍କ ତାଲିମ କାର୍ଯ୍ୟକ୍ରମ : ଆଂଚଳିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର- ଯୋଜନା ଓ ସଂଯୋଜନ ବିଭାଗର ଅର୍ଥନୈତିକ ଗବେଷକଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆଂଚଳିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଂଚଳିକ ବିକାଶରେ ଗୋଷ୍ଠୀର ସକ୍ରିୟ ଭୂମିକା ରହିଛି ବୋଲି କହିଛନ୍ତି…

ଭୁବନେଶ୍ୱର ଏମସକୁ ଆସିଲା ରାଜ୍ୟର ପ୍ରଥମ ଇସିଏମଓ ମେସିନ, ଚଳିତ ମାସ ୧୫ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର- ଅତି ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ବ୍ୟୟବହୁଳ ଇସିଏମଓ ମେସିନ ଭୁବନେଶ୍ୱର ଏମ୍ସରେ ପହଂଚିଛି । ଏହି ମାସ ୧୫ ସୁଦ୍ଧା ଏହି ମେସିନ କାର୍ଯ୍ୟକ୍ଷମ ହେବ । ଜୁନ୍ ୨୯ ତାରିଖରେ ଇସିଏମଓ ମେସିନ ପଂହଚିଥିଲା । ବର୍ତ୍ତମାନ ଏମ୍‌ସରେ ଏହି ମେସିନ ଲଗାଇବା…

କରୋନା କାଳରେ ଦେବଦୂତ ସାଜି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ଡାକ୍ତର: ମୋଦି

ନୂଆଦିଲ୍ଲୀ: ଜାତୀୟ ଡାକ୍ତର ଦିବସ ଅବସରରେ ଦେଶର ଡାକ୍ତରୀ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗତ ଦେଢ଼ ବର୍ଷ ମଧ୍ୟରେ ଡାକ୍ତରମାନେ ଦିନରାତି କାର୍ଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା କାଳରେ ଡାକ୍ତରମାନେ 'ଦେବଦୂତ' ହୋଇ ଲୋକଙ୍କ ଜୀବନ…

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ର, ପଶ୍ଚିମବଙ୍ଗ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ଏସଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ପଶ୍ଚିମବଙ୍ଗ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ମେ ୨ ତାରିଖରୁ ଆରମ୍ଭ…

ଗୁଲଶନ କୁମାର ହତ୍ୟା ମାମଲା: ରାଉଫ୍ ମର୍ଚାଣ୍ଟର ଆଜୀବନ ସଜା କାଏମ ରଖିଲେ ବମ୍ବେ ହାଇକୋର୍ଟ, ‘ଟିପ୍ସ’…

ମୁମ୍ବାଇ: ଗୁଲଶନ କୁମାର ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟଙ୍କ ଫଇସଲା ଆସିଛି। 'ଟିପ୍ସ'ର ମାଲିକ ରମେଶ ତୌରାନୀଙ୍କୁ କୋର୍ଟ ଦୋଷମୁକ୍ତ କରିଥିବାବେଳେ ରାଉଫ୍ ମର୍ଚାଣ୍ଟର ଆଜୀବନ କାରାଦଣ୍ଡକୁ କାଏମ ରଖିଛନ୍ତି। ଏହା ବ୍ୟତୀତ ଅନ୍ୟ ଜଣେ ଅଭିଯୁକ୍ତ ଅବଦୁଲ ରସିଦକୁ ମଧ୍ୟ ଦୋଷୀ ସାବ୍ୟସ୍ତ…