କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି
ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳ ପ୍ରକାଶ ପାଇଛି । ଏହି ଟିକା କୋଭିଡ୍-୧୯ ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର…