କୃଷି ଆଇନ ବିରୋଧରେ ଚାଷୀଙ୍କ କଳା ଦିବସ, ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଜାଳିଲେ, କଳା ପତାକା ଉତ୍ତୋଳନ କଲେ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନର ୬ ମାସ ପୂର୍ତ୍ତି ଅବସରରେ ଚାଷୀମାନେ କଳା ଦିବସ ପାଳନ କରିଛନ୍ତି । ଏହି ଅବସରରେ ହରିୟାଣା ଓ ପଞ୍ଜାବର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବିଭିନ୍ନ ଘର ଓ ଯାନ ବାହାନରେ କଳା ପତ୍ତାକା ଲଗାଇଛନ୍ତି ।…

ଭାରତରେ ବ୍ଲାକ୍ ଫଙ୍ଗସ୍‌ର ୧୧,୭୧୭ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ମାମଲା ବଢ଼ି ଚାଲିଛି । ବିଶେଷକରି କରୋନାରୁ ସୁସ୍ଥ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା…

ନାରଦ ସ୍କାମ୍‌: ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି ଛାଡ଼ିଲେ ନେତା

କୋଲକାତା: ନାରଦ ସ୍କାମ୍‌ରେ ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ଜଣେ ନେତା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ସମୟରେ ନାରଦ ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଯେଉଁଭଳି ରାଜ୍ୟର ଦୁଇମନ୍ତ୍ରୀଙ୍କୁ ଗିରଫ କଲା ତାକୁ ନାପସନ୍ଦ…