‘କୋଭାକ୍ସିନ’କୁ ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ଅଧିକ ତଥ୍ୟ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନ୍ୟୁୟର୍କ: ‘କୋଭାକ୍ସିନ’କୁ ନିଜ ଜରୁରୀ ବ୍ୟବହାର ତାଲିକାରେ ସାମିଲ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଭାରତ ବାୟୋଟେକ୍ ଠାରୁ ଅଧିକ ତଥ୍ୟ ମାଗିଛି । ଡବ୍ଲୁଏଚ୍‌ଓର ଜରୁରି ବ୍ୟବହାର ତାଲିକା (ଇୟୁଏଲ୍‌)ରେ ସ୍ଥାନ ପାଇବା ପାଇଁ କୋଭିଡ୍ ଟିକା ଗୁଡିକର ସ୍ଥିତି ସମ୍ପର୍କରେ…

ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍‌ର ଆତଙ୍କ, ୧୨୦ ଲୋକଙ୍କ ମୃତ୍ୟୁ, ମହାମାରୀ ଘୋଷଣା କଲେ ଉଦ୍ଧବ ସରକାର

ମୁମ୍ବାଇ: କରୋନା ସହ ଏବେ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି । ବ୍ଲାକ୍ ଫଙ୍ଗସ୍ କାରଣରୁ ରାଜ୍ୟରେ ଏ ଯାଏଁ ୧୨୦ ଲୋକଙ୍କ ମୃତ୍ୟୁ ହେଲାଣି । ଏହି ରୋଗରେ ପୁଣେରେ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାନ୍ଦେଡ୍‌ରେ ୨୨ ଏବଂ ମୁମ୍ବାଇରେ…

ଗତିପଥ ବଦଳାଇଲା ୟାଶ୍ : ଏସଆରସି କହିଲେ, ବାଲେଶ୍ୱର ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ

ଭୁବନେଶ୍ୱର- ବାତ୍ୟା ୟାଶ୍ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ସାଜିବ । ଏସଆରସି ପ୍ରଦୀପ ଜେନା ଏହି ସଦ୍ୟତମ ସୂଚନା ଦେଇଛନ୍ତି । ବାତ୍ୟା ଗତିପଥ ବଦଳାଇଛି । ଧାମରାରୁ ଭିତରକନିକା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ମୁକାବିଲା…

ବାତ୍ୟା ମୁକାବିଲା ସ୍ଥିତି ନେଇ ସଂଧ୍ୟାରେ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ୟାଶ୍ ମାଡିଆସୁଥିବା ବେଳେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏହାର ପ୍ରଭାବ ପଡିବାରେ ଲାଗିଛି । ପ୍ରବଳ ବର୍ଷା ସହ ପବନ ଲାଗି ରହିଛି । ଆସନ୍ତାକାଲି ମଧ୍ୟାହ୍ନରେ ୟାଶ ଭଦ୍ରକ ଜିଲ୍ଲା ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ମୁକାବିଲା ପ୍ରସ୍ତୁତିର…

ଝଡବାତ୍ୟାର ନାମକରଣ : କାହିଁକି,କେମିତି

ବିଜନ କୁମାର ମହାପାତ୍ର ଝଡ,ବାତ୍ୟା ଆସିଲେ ସେଗୁଡିକୁ ଆମେ ଏକ ନିର୍ଦ୍ଦିଷ୍ଟ ନାଁରେ ଜାଣିଥାଉ । କାଟ୍ରିନା, ଫାଇଲିନ, ହୁଦହୁଦ୍‌, ନର୍ଗିସ ,ନିସର୍ଗ, ବାୟୁ, ନିବାର, ଅଖି, ଫନି, ଅମ୍ଫନ, ତୌକତେ ଇତ୍ୟାଦି ଇତ୍ୟାଦି । ବିଧ୍ୱଂସକାରୀ ଝଡଗୁଡିକର କାହିଁକି ନାମକରଣ ହୁଏ, ସେ ନେଇ ସାଧାରଣ…

ସରକାରଙ୍କୁ ନିୟମ ମନେ ପକାଇଦେଲେ ପ୍ରଧାନ ବିଚାରପତି, ସିବିଆଇ ନିର୍ଦ୍ଦେଶକ ଦୌଡ଼ରୁ ବାଦ୍ ପଡ଼ିଲେ ଦୁଇ ପ୍ରାର୍ଥୀ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଦେଶକ ଚୟନ ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ପ୍ରଧାନ ବିଚାରପତି ସରକାରଙ୍କୁ ଏକ ନିୟମ ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଥିବା ସରକାରଙ୍କ ପସନ୍ଦର ଦୁଇ ପ୍ରାର୍ଥୀ…