ଲକ୍ଷଦ୍ୱୀପ ପ୍ରଶାସନର ବିବାଦୀୟ ନୀତିକୁ ଜୋରଦାର ବିରୋଧ, ବିଜେପି ଛାଡ଼ିଲେ ୮ ନେତା

ଥିରୁଭନନ୍ତପୁରମ: ଲକ୍ଷଦ୍ୱୀପ ପ୍ରଶାସନର ପ୍ରସ୍ତାବିତ ନିୟମକୁ ନେଇ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଏକତରଫା ସଂସ୍କାର ମୂଳକ ପଦକ୍ଷେପକୁ ଲକ୍ଷଦ୍ୱୀପ ବିଜେପି ପକ୍ଷରୁ ବି ବିରୋଧ କରାଯାଇଛି । ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ…

କାଲି ଓଡିଶା ଆସିବେ ମୋଦି, ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ସହ ବାଲେଶ୍ୱର ଓ ଭଦ୍ରକର କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ…

ନୂଆଦିଲ୍ଲୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କଲାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରି ବାତ୍ୟା ୟାଶ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ । ସୂଚନା ଅନୁସାରେ…

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଜାତଭୋଗ ନେଇ ଯାଉଥିବା ବେଳେ ପଡଗିଲେ ସେବାୟତ, ମୁଣ୍ଡରେ ଗଭୀର ଆଘାତ

ପୁରୀ – ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଛି । ଜଣେ ସେବାୟତ ଜାତ ଭୋଗ ଧରି ଯିବା ବେଳେ ରତ୍ନବେଦୀ ନିକଟରେ ପଡିଯିବାରୁ ଗର୍ଭଗୃହରେ ରକ୍ତ ଛିଟା ଲାଗିଛି । ସଂପୃକ୍ତ ସେବାୟତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗର୍ଭଗୃହରେ ରକ୍ତ ଛିଟାପେଯାଗୁଁ ମହାପ୍ରଭୁଙ୍କ ବଡ ମହାସ୍ନାନ ହେବ । ଜାତଭୋଗକୁ…

ବୁଢାବଳଙ୍ଗ,ବୈତରଣୀରେ ବନ୍ୟା ସ୍ଥିତି ନାହିଁ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବହୁ ଗାଁ ଜଳମଗ୍ନ : ଏସଆରସି

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ନାହିଁ । ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଧୀରେ ଧୀରେ…

ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ହେଲିକପ୍ଟରରେ ବାତ୍ୟା ପ୍ରଭାବିତ ଅଂଚଲ ପରିଦର୍ଶନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ ନୀରିକ୍ଷଣ କରି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ: କୋଭିଡ୍ ଲଢ଼େଇରେ ସହାୟକ ହେଉଛି ବିରାଟ ଭିତ୍ତିଭୂମି, ଭିମସାର ଉପରେ କମିଲା ଚାପ

ସମ୍ବଲପୁର : ଛତିଶଗଡ କରୋନାର ଦ୍ବିତୀୟ ଲହରରେ ଏକପ୍ରକାର ସାରା ଦେଶର ଅନ୍ୟତମ ହଟସ୍ପଟ ପାଲଟିଥିଲା । ଆଉ ସେଠିକାର ସଂକ୍ରମଣ ପାଇଁ ପଶ୍ଚିମ ଓଡ଼ିଶା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ଏହି ଦ୍ବିତୀୟ ଲହରରେ ପଶ୍ଚିମ ଓଡ଼ିଶାର ସମସ୍ତ ଅପହଞ୍ଚ ଇଲାକାରେ ବି ବହୁ ସଂଖ୍ୟାରେ ଲୋକ…

ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ବାତ୍ୟା ୟାଶ୍‌ର ସଫଳ ମୁକାବିଲା କରିଥିବାରୁ ପ୍ରଭାବିତ ଜିଲ୍ଲାଗୁଡିକର ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକ୍ ପ୍ରସ୍ତୁତି, ପରିସ୍ଥିତିର ଲଗାତର ତଦାରଖ, ତ୍ୱରିତ ଭାବେ ଜଳ ଏବଂ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ…

ପ୍ରଭାବିତ ଜିଲ୍ଲାଗୁଡିକରୁ ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଲା କୃଷି ବିଭାଗ

ଭୁବନେଶ୍ୱର- ପ୍ରଭାବିତ ଜିଲ୍ଲାଗୁଡିକରୁ ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଛି କୃଷି ବିଭାଗ । ୨୪ ଘଂଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଓ ମତ୍ସ୍ୟ ପଶୁ ପାଳନ ବିଭାଗରେ କ୍ଷେତ୍ର ଅଧିକାରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି । ପୂର୍ଣ୍ଣାଙ୍ଗ…