ଗମ୍ଭୀରଙ୍କ ଦ୍ୱାରା କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ଡିସିଜିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ କୋଭିଡ୍ ଔଷଧ ସହଜରେ ମିଳୁନଥିବା ବେଳେ ଗମ୍ଭୀର ଓ ଅନ ଦୁଇ ବ୍ୟକ୍ତି…

ଫ୍ଲାଇଟ୍‌ରେ ବିବାହ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ତାମିଲନାଡୁର ଏକ ଦମ୍ପତି ଫ୍ଲାଇଟ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମଝି ଆକାଶରେ ହୋଇଥିବା ଏହି ବାହାଘରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ମାମଲା ଏବେ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଙ୍କ ପାଖରେ…

ଏକା ସଙ୍ଗେ ଦୁଇଟି ଲଢେଇ, ଆପଣମାନଙ୍କ ସହଯୋଗରେ ଆମ ବିଜୟ ନିଶ୍ଚିତ : ନବୀନ

ଡବଲ ମୁକାବିଲା ପାଇଁ ଡବଲ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା : ନବୀନ ଭୁବନେଶ୍ବର: ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା ।…

ସରକାର କୋଭିଡ ଓ ବାତ୍ୟା ଭଳି ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ସମୟରେ ବାତ୍ୟାର ମୁକାବିଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ୨ଟିଯାକ ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ନିରାପଦ ସ୍ଥାନକୁ ଯିବା ପାଇଁ ସେ ଲୋକଙ୍କୁ…

୧୮-୪୪ ବୟସର ହିତାଧିକାରୀଙ୍କ ପାଇଁ ବଦଳିଲା ନିୟମ, ପଞ୍ଜିକରଣ ଦିନ ହିଁ ଦିଆଯିବ ଟିକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୮-୪୪ ହିତାଧିକାରୀଙ୍କ ପାଇଁ ଟିକାକରଣ ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏଣିକି ଏହି ବୟସ ବର୍ଗର ଲୋକ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ଦିନ ହିଁ ସେମାନଙ୍କୁ ଟିକା ଲାଗିବ । ଅର୍ଥାତ୍ ୧୮-୪୪ ହିତାଧିକାରୀଙ୍କୁ ଆଉ ଅନ୍…

ଓଡ଼ିଶା ସମେତ ଆଠ ଗରିବ ରାଜ୍ୟ ଉପରେ ମାଗଣା ଟିକାର ବୋଝ, ସ୍ବାସ୍ଥ୍ୟ ବଜେଟର ୩୦% ହେବ ଖର୍ଚ୍ଚ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରୀର ସାମ୍ନା କରୁଥିବା ଭାରତୀୟ ଜନସାଧାରଣଙ୍କ ପାଇଁ ଟିକା ଏବେ ସବୁଠାରୁ ବଡ ସାହାରା ସାଜିଛି । ଦେଶର କୋଡ଼ିଏ ରାଜ୍ୟ ନିଜ ଲୋକଙ୍କ ପାଇଁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଆଠଟି ରାଜ୍ୟ ଏପରି ଅଛନ୍ତି ଯେଉଁମାନେ…

ଆଉ ଏକ ବାତ୍ୟା ଓ ପୁଣି ଜିରୋ କାଜୁଆଲିଟିର ଲକ୍ଷ୍ୟ : ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା…

ଭୁବନେଶ୍ୱର – ମାଡିଆସୁଥିବା ବାତ୍ୟା ୟାଶ ଦୃଷ୍ଟିରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ । ଜିରୋ…