ବାତ୍ୟା ମୁକାବିଲା ପାଇଁ ଓଡ୍ରାଫର ୬୦ଟି ଟିମ୍ ପ୍ରସ୍ତୁତ, ବାଲେଶ୍ୱର ଓ ଭଦ୍ରକରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ…

ଭୁବନେଶ୍ୱର – ବାତ୍ୟା ୟାଶ୍‌ର ମୁକାବିଲା ପାଇଁ ଓଡ୍ରାଫର ୬୦ଟି ଟିମ୍ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁତୟନ କରାଯାଇଛି । ସେହିପରି ଓଡିଶା ପୋଲିସ ପକ୍ଷରୁ ୫୮ ପ୍ଲାଟୁନ ପୋଲିସ ଫୋର୍ସକୁ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଏଡିଜି ( ଆଇନ ଓ ଶୃଙ୍ଖଳା…

ବାତ୍ୟା ‘ୟାଶ୍‌’ ମୁକାବିଲା : ଅଧିକ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାକୁ ସହାୟତା ପାଇଁ ଗଲେ ୫ ବରିଷ୍ଠ ପୋଲିସ…

ଭୁବନେଶ୍ୱର - ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଦ୍ୱାରା ସୃଷ୍ଟି ହେବାକୁ ଥିବା ଯେକୈାଣସି ଆହ୍ୱାନର ମୁକାବିଲା ପାଇଁ ପୋଲିସ ବାହିନୀ ପ୍ରସ୍ତୁତ । ବାତ୍ୟା ୟାଶକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାକୁ ୫ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଠାଯାଇଛି । ବରିଷ୍ଠ ଅଧିକାରୀମାନେ…

ଆମେରିକୀୟ ଖବରକାଗଜର ଖୁଲାସା, କୋଭିଡ୍‌-୧୯ ବ୍ୟାପିବା ପୂର୍ବରୁ ଉହାନ୍ ଲ୍ୟାବ୍‌ର ତିନି କର୍ମଚାରୀ ଗୁରୁତର ଅସୁସ୍ଥ…

ନୂଆଦିଲ୍ଲୀ: କରୋନା ଭାଇରସ୍ ବ୍ୟାପିବା ପଛରେ ଚୀନର ଭୂମିକା ନେଇ ଆରମ୍ଭରୁ ହିଁ ସନ୍ଦେହ କରାଯାଉଛି । ଏବେ ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ଆମେରିକୀୟ ଖବରକାଗଜ ‘ଦି ୱାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ’ର ଏକ ରିପୋର୍ଟ । ଚୀନ୍‌ରେ ପ୍ରଥମେ ଏହି ରୋଗ ବ୍ୟାପିବାର କିଛି ମାସ ପୂର୍ବରୁ ଉହାନ୍ ସହରର…

ଭାରତରେ କୋଭିଡ୍‌-୧୯ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପାର୍‌

‌ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ତିନି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଏହି ରୋଗରେ ଆଉ ୪୪୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୦୩,୭୨୦କୁ ବୃଦ୍ଧି ପାଇଛି । ଆମେରିକା ଓ ବ୍ରାଜିଲ ପରେ ଭାରତ ବିଶ୍ୱର ତୃତୀୟ ଦେଶ ଯେଉଁଠି କରୋନାରେ…

୧୧ ହଜାର ତଳକୁ ଖସୁନି ଦୈନିକ କୋରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାର ୫୯ ନୂଆ ଆକ୍ରାନ୍ତ, ମୋଟ ପଜିଟିଭ ୭ ଲକ୍ଷ ପାର୍

ଭୁବନେଶ୍ୱର- ରାଜ୍ୟରେ ୧୧ ହଜାରରୁ ତଳକୁ ଖସୁନି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୫୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୧୯୩ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ…