ଏଲୋପାଥି ଚିକିତ୍ସା ଉପରେ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଲେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏଲୋପାଥି ଚିକିତ୍ସା ଉପରେ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ ତାଙ୍କର ଏହି ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ହର୍ଷ ବର୍ଦ୍ଧନ ରାମଦେବଙ୍କୁ ଅନୁରୋଧ କରିଛନ୍ତି । ଏଲୋପାଥି ଚିକିତ୍ସା…

ପ୍ରଥମ ଦିନିକିଆ: ହସରଙ୍ଗାଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ବାଂଲାଦେଶ ଠାରୁ ହାରିଲା ଶ୍ରୀଲଙ୍କା

ଢାକା: ତମିମ ଇକବାଲ ଏବଂ ମୁସଫିକର ରହିମଙ୍କ ଅର୍ଦ୍ଧଶତକ ପରେ ସ୍ପିନର ମେହେଦି ହସନ ମିରାଜଙ୍କ ଯାଦୁକରୀ ସ୍ପିନ ବୋଲିଂ ବଳରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ବାଂଲାଦେଶ ୩୩ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ…

ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାରୁ ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ପଦରୁ ହଟାଯାଇଛି । ଲକଡାଉନ୍ ସମୟରେ ଔଷଧ କିଣିବା ପାଇଁ ଆସିଥିବା ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ…

ଆସାମ: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୮ ଉଗ୍ରବାଦୀ ନିହତ

ଦିଫୁ: ନାଗାଲାଣ୍ଡ ସୀମାବର୍ତ୍ତୀ ଆସାମର ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନ୍ଏଲ୍ଏ) ର ଆଠ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଅନ୍ୟ ଦୁଇ ଉଗ୍ରବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ନ ଥିବାରୁ…