ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ସମାନ୍ତରାଳ : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଗତ ୪ରୁ ୫ ଦିନ ହେବ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ପ୍ରବାସୀଙ୍କ ଫେରିବା ବନ୍ଦ ହୋଇ ନ ଥିବାରୁ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ…

ବୁଲା ଗାଈଗୋରୁଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ମଞ୍ଜୁର

ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ…

ଛତିଶଗଡ଼: ମୋଦିଙ୍କ ବଦଳରେ ଟିକା ସାର୍ଟିଫିକେଟ୍‌ରେ ବାଘେଲଙ୍କ ଫଟୋ

ରାୟପୁର: କୋଭିଡ୍ ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାର ଯଥାର୍ଥତା ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ଛତିଶଗଡ଼ରେ ମୋଦିଙ୍କ ଫଟୋ ବଦଳରେ ଟିକା ସାର୍ଟିଫିକେଟ୍‌ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଫଟୋ ଦେଖିବାକୁ ମିଳୁଛି । ୧୮ ରୁ…

ରାଜ୍ୟରେ ଦିନକରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୪୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳ ଓ…

ଘନୀଭୂତ ହେଉଛି ଲଘୁଚାପ, ଆଜି ନେବ ଅବପାତର ରୂପ

ଭୁବନେଶ୍ୱର- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଆଜି ଏହା ଅବପାତର ରୂପ ନେବ । ୨୪ ତାରିଖରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ୨୬ ତାରିଖରେ ବାତ୍ୟା ଉତ୍ତର ଓଡିଶା, ପଶ୍ଚିମବଙ୍ଗ…

ଭାରତରେ କମୁଛି ସଂକ୍ରମଣ: ଦିନକରେ ଆଉ ୨.୪୦ ଲକ୍ଷ ନୂଆ ମାମଲା, ୩୭୪୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରକୋପ ଧିରେ ଧିରେ ଥମିବାରେ ଲାଗିଛି । ତେବେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୪୦,୮୪୨ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହୁଛି । ଦିନକରେ ଏହି ଘାତକ ରୋଗରେ ଆଉ…

ରାଜ୍ୟରେ ୧୨ ହଜାର ୮୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୦୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୬୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୯୦୯, କଟକରୁ ୧ ହଜାର ୭୩, ଅନୁଗୁଳରୁ ୮୭୪, ସୁନ୍ଦରଗଡରୁ ୮୪୮, କଳାହାଣ୍ଡିରୁ…

ଅକ୍ଲାନ୍ତ ପରିଶ୍ରମକୁ ବିଶ୍ୱ ମାନ୍ୟତା

ସେ ଓଡ଼ିଶା ହକିକୁ ନୂଆ ଦିଗରେ ଆଗେଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ହକିର ଭିତ୍ତିଭୂମିକୁ ବିଶ୍ୱ ଦରବାରରେ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ ହୁଏତ କମ୍ ହେବ। ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କ…