ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାରୁ ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ପଦରୁ ହଟାଯାଇଛି । ଲକଡାଉନ୍ ସମୟରେ ଔଷଧ କିଣିବା ପାଇଁ ଆସିଥିବା ଜଣେ ଯୁବକଙ୍କୁ ସେ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ…

ଆସାମ: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୮ ଉଗ୍ରବାଦୀ ନିହତ

ଦିଫୁ: ନାଗାଲାଣ୍ଡ ସୀମାବର୍ତ୍ତୀ ଆସାମର ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନ୍ଏଲ୍ଏ) ର ଆଠ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଅନ୍ୟ ଦୁଇ ଉଗ୍ରବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ନ ଥିବାରୁ…

‘ଟୁଲକିଟ୍’ ମାମଲା: ସମ୍ବିତ ପାତ୍ରଙ୍କୁ ଛତିଶଗଡ ପୋଲିସର ନୋଟିସ୍

ରାୟପୁର: ଛତିଶଗଡ ପୋଲିସ 'ଟୁଲକିଟ୍' ମାମଲାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ଜାରି କରିଛି। ତାଙ୍କୁ ମେ ୨୩ରେ ଅର୍ଥାତ୍ ଆଜି ଅପରାହ୍ନ ୪ଟାରେ ରାୟପୁରର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ରିପୋର୍ଟ କରିବାକୁ କୁହାଯାଇଛି। କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସଏୟୁଆଇ 'ଟୁଲକିଟ୍'…

ଫେସବୁକ୍ କୋଭିଡଆଲର୍ଟ ଟୁଲ୍ ପ୍ରୟୋଗ କରି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ

ଭୁବନେଶ୍ୱର- ସୋସିଆଲ ମିଡିଆ ଫେସବୁକ୍ ଜରିଆରେ କୋଭିଡ-୧୯ ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ।।ଧାରଣ ଜନତାଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଫେସବୁକ୍‌ର ‘କୋଭିଡ ଆଲର୍ଟ’ଏନାଉନ୍ସମେଂଟ୍ ଟୁଲ୍‌ର ସହାୟତା ନେଉଛନ୍ତି ।…

ସମ୍ଭାବ୍ୟ ବାତ୍ୟା ୟଶ୍ ପ୍ରଭାବରେ ଓଡିଶାର ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର-ସମ୍ଭାବ୍ୟ ବାତ୍ୟା ୟଶର ମୁକାବିଲା ଲାଗି ବିଭିନ୍ନ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରେ ଓଡିଶାର ୮ଟି ଜିଲ୍ଲାରେ ପ୍ରବଳରୁ ଅତି…

ଦିିଲ୍ଲୀରେ ମେ ୩୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍‌ଡାଉନ୍ ଆଉ ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଆଜି ଏକ ଅନଲାଇନ୍ ସାମ୍ବାଦିକ ସମ୍ମଳନୀରେ ଏହି ଘୋଷଣା କରିଛନ୍ତି । ରାଜଧାନୀ ନଗରୀରେ ମେ ୩୧ ସକାଳ ୫ଟା ଯାଏଁ ଲକ୍‌ଡାଉନ୍ ଜାରି ରହିବ । ଯଦି ସଂକ୍ରମଣ ହ୍ରାସ ପାଏ,…