ଆଜି ନବୀନ-ଜଗନ ସାକ୍ଷାତ

ଭୁବନେଶ୍ୱର –ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଅପରାହ୍ନ ୪ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଂଚିବେ ଜଗନ । ୫ଟା ୫୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା…

ରାଜ୍ୟରେ ଆଉ ୨୯୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କରୋନାର ନିମ୍ନଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୬ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୫୮ ଜଣ ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ଭିଜିଲାନ୍ସ ଜାଲରେ ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର, ୧୦ଟି ସ୍ଥାନରେ ଏକକାଳୀନ ଚଢାଉ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ପଦସ୍ଥ ସରକାରୀ ଅଧିକାରୀ । ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେର ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୧୦ଟି ଜାଗାରେ ଚଢାଉ…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧରେ ବନ୍ଦ ଡାକରା ଦେଇ ଲୋକହସା ହେଲେ ଭକ୍ତ

ନବୀନଙ୍କ ସ୍ବାଗତ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ଜନତା ଭବାନୀପାଟଣା : କଂଗ୍ରେସର ହେଭିୱେଟ୍ ନେତା ଭକ୍ତ ଦାସଙ୍କୁ ଗତକାଲି ଚରମ ଲୋକହସାର ଶିକାର ହେବାକୁ ପଡିଛି । ମମିତା ମେହେର ହତ୍ୟା ଘଟଣାକୁ ଆଳ କରି ପୁଣି ଥରେ ନିଜର ଦୁର୍ବଳ ସଂଗଠନକୁ ସଞ୍ଜୀବନୀ ଦେବାର ପ୍ରଚେଷ୍ଟା ଆଳରେ…

ଛଟପର୍ବ ସୌର ଉପାସନାର ଏକ ଅଙ୍ଗ

ଉତ୍ତର ଭାରତର ବିଶେଷ ପର୍ବପବିତ୍ର ଛଟପର୍ । ଏହି ଛଟପର୍ବ ତିନିଦିନ ଧରି ପାଳିତ ହୋଇଥାଏ। ବ୍ରତଧାରୀମାନେ ଏହି ତିନିଦିନ ନିଷ୍ଠାର ସହିତ ଛଟ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପୂଜାର୍ଚ୍ଚନା ସହିତ ମାନସିକଧାରୀ ମହିଳା ଓ ପୁରୁଷମାନେ ଉପବାସ ରହି ନଦୀ ବା ପୁଷ୍କରିଣୀରେ ସ୍ନାନକରିବା ସହିତ…

ଗୀତା ମାହାତ୍ମ୍ୟ: ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କରୁତେ ତସ୍ମାଦଯୋଗାୟ ଜୁଯ୍ୟସ୍ଵଯୋଗ କର୍ମସୁକୌଶଳମ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ବୁଦ୍ଧିଯୁକ୍ତ ଜହାତିହ ଉଭେ ସୁକୃତ ଦୁଷ୍କରୁତେ ତସ୍ମାଦଯୋଗାୟ ଜୁଯ୍ୟସ୍ଵଯୋଗ କର୍ମସୁକୌଶଳମ ହେ ଅର୍ଜୁନ ! ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଏବଂ ପାପ ଉଭୟକୁ ଇହଲୋକରେ ତ୍ୟାଗ…