ରାଜଧାନୀରେ ଆଉ ୩୮ଟି କିଓସ୍କ ବ୍ୟବସାୟୀଙ୍କୁ ବଂଟନ କଲା ବିଏମସି, ଅନ୍ୟ ସ୍ଥାନରେ ବ୍ୟବସାୟ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଆଜି ରାଜଧାନୀର ବ୍ୟବସାୟୀଙ୍କୁ ୩୮ଟି କିଓସ୍କ ହସ୍ତାନ୍ତର କରିଛି ବିଏମସି । ଏହାଫଳରେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିପାରିବେ । ଏହାକୁ ବ୍ୟବସାୟୀମାନେ ଭଡାରେ ଦେଇପାରିବେ ନାହିଁ କି ବିକ୍ରି କରିପାରିବେ ନାହିଁ ବୋଲି ବିଏମସି କମିଶନର…

ଏସିଆ ବୁକ୍ ଅଫ୍ ରେକର୍ଡସରେ ଚକ୍ ନିର୍ମିତ ସୂକ୍ଷ୍ମ ନନ୍ଦିଘୋଷ

ଫୁଲବାଣୀ: ଜଗତର ନାଥ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କୁ ଓଡ଼ିଆମାନେ ନିଜ ନିଜ ପ୍ରକାରେ ସଜାଇ ଅର୍ଘ୍ୟ ଅର୍ପଣ କରିବାରେ ପଛଘୁଞ୍ଚା ଦିଅନ୍ତିନି। ସେଥିପାଇଁ ତ କିଏ କାଠରେ ଶ୍ରୀମନ୍ଦିର ନିର୍ମାଣ କରିଲାଣି ତ ଖାଦ୍ୟଶସ୍ୟରେ ଶ୍ରୀଜଗନ୍ନାଥଙ୍କୁ ସଜାଇଲାଣି। ଆଉ ଏବେ ଫୁଲବାଣୀ ନଦୀଖଣ୍ଡି…

କଳାହାଣ୍ଡି ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟକାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୮୫୯ କୋଟି ଟଙ୍କାର ପ୍ରକଳ୍ପର…

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତିା କଳାହାଣ୍ଡି…

ପଂଚାୟତ ନିର୍ବାଚନ ପ୍ରସ୍ତୁତି : ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଭୁବନେଶ୍ୱର- ଡିସେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟର ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବ । ୨୯ଟି ଜିଲ୍ଲା ପାଇଁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ରେମୁଣା ଏନଏସି ଗଠନ ପ୍ରସ୍ତାବ ଥିବାରୁ ବାଲେଶ୍ୱର ଜିଲ୍ଲାକୁ ବାଦ୍ ଦିଆଯାଇଛି । ପଂଚାୟତ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆମେରିକାର ସହାୟତା ଲୋଡ଼ିଲା ସିବିଆଇ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ଆମେରିକାର ସହାୟତା ଲୋଡିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ କୌଣସି ସୁରାକ ଆଶାରେ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଇମେଲଗୁଡ଼ିକରେ ଡିଲିଟ ହୋଇଥିବା ତଥ୍ୟ ଗୁଡ଼ିକ ପାଇବା ପାଇଁ ସିବିଆଇ…