ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି , ବିଭିନ୍ନ ବିଭାଗର ସଚିବଙ୍କ ସହ ଏସଆରସିଙ୍କ…

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଇଏମଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ…

ଭାରତରେ ଖସୁଛି ଟିକାକରଣ ଗ୍ରାଫ୍, କ୍ରମାଗତ ଷଷ୍ଠ ଦିନ ଧରି ଦିଆଯାଇଛି ୨୦ ଲକ୍ଷରୁ କମ୍ ଡୋଜ୍

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଟୀକାକରଣ ଏବେ ପ୍ରମୁଖ ଅସ୍ତ୍ର ସାଜିଛି। କିନ୍ତୁ ଟିକା ଅଭାବ ଯୋଗୁଁ ଭାରତର ଅନେକ ଜିଲ୍ଲାରେ ଟିକାକରଣ ଅଭିଯାନ ବାଧାପ୍ରାପ୍ତ ହୋଇଛି । ଟିକାକରଣ ଗ୍ରାଫ୍ ବଢ଼ିବା ପରିବର୍ତ୍ତେ ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ଦିନ ପାଇଁ ବୁଧବାର ୨୦ ଲକ୍ଷରୁ କମ୍…

ଗଞ୍ଜାମ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ସଂପର୍କରେ ବି…

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋଭିଡ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳ ସବୁ ବ୍ଲକ୍ ଓ ଏନଏସି ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାଛଡା ଆସନ୍ତା ସମ୍ଭାବ୍ୟ…

କରୋନା ସଙ୍କଟ: କ୍ରମାଗତ ତୃତୀୟ ଦିନ ବଢ଼ିଲା ସଂକ୍ରମଣ, ଆଉ ୨.୭୬ ଲକ୍ଷ ମାମଲା, ୩୮୭୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସ୍ଥିରତା ରହୁନାହିଁ। କ୍ରମାଗତ ତୃତୀୟ ଦିନ ପାଇଁ ନୂଆ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୬,୧୧୦ ନୂଆ କରୋନା ମାମଲା ଆସିଛି ଏବଂ…

ରାଜ୍ୟରେ ଆଉ ୨୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏଯାବତ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୨୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗୋଟିଏ ଦିନରେ ଏହି ମୃତ୍ୟୁୁ ସଂଖ୍ୟା ହେଉଛି ସର୍ବାଧିକ । ପ୍ରଥମ ଥର ପାଇଁ ରାଜ୍ୟରେ ୨୨ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ରୋଗୀଙ୍କ…

ରାଜ୍ୟ ଦୈନିକ କୋରୋନା ସଂକ୍ରମଣ : ୧୧୪୯୮ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିିକ ୧୪୯୭ ଓ ଗଜପତିରୁ…

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୧ ହଜାରରୁ ତଳକୁ ଖସୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୧ ହଜାର ୪୯୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୪୩୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…