ଦେଶରେ କମୁଛି କରୋନା ସଂକ୍ରମଣ, କିନ୍ତୁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ହେଲେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୫୫୧ ମାମଲା ରେକର୍ଡ କରାଯାଇଛି । ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୪୦୦୦ ଟପିଛି । ଦିନକରେ ଏହି ରୋଗରେ…

ପ୍ରବାସୀ ଓଡ଼ିଆଙ୍କ ବିୟୋଗ, ତୁରନ୍ତ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ

ସେ ସବୁ ଓଡ଼ିଆଙ୍କ ସୁଖଦୁଃଖର ସାଥି। ଓଡ଼ିଶା ମାଟିରେ ଥାଆନ୍ତୁ କି ରାଜ୍ୟ/ଦେଶ ବାହାରେ, କାହାରି ଦୁଃଖ କଷ୍ଟ ସମ୍ପର୍କରେ ଜାଣିବା ମାତ୍ରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ତାଙ୍କ ଦରଦୀବନ୍ଧୁ ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।…

ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ, ମହାମାରୀ ଆଇନ ଅଧୀନସ୍ଥ ରୋଗ

ଭୁବନେଶ୍ୱର- ବ୍ଲାକ୍ ଫଙ୍ଗସ୍‌କୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ । ସରକାର ସ୍ପଷ୍ଟ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ । ଏହା ମହାମାରୀ ଆଇନ ଅଧୀନରେ ଆସୁଥିବା ରୋଗ । ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ଆଇନର…

ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଘୋଷିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର-କୋଭିଡ ରୋଗୀ ଓ ମଧୁମେହ ରୋଗୀଙ୍କ ମଧ୍ୟରେ ବହୁଳ ଭାବେ ଦେଖାଯାଉଥିବା ବ୍ଲାକ ଫଙ୍ଗସ୍ ବା ମୁକ୍ରୋମାଇକୋସିସ୍ ରୋଗକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିଛନ୍ତି । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ରୋଗକୁ ଏପିଡେମିକ୍ ଡିଜିଜ୍ ଆକ୍ଟରେ…

ବ୍ରହ୍ମପୁର ଏମକେସିଜିରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର – ବ୍ରହ୍ମପୁରରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏମକେସିଜିରେ ପ୍ରତିଷ୍ଠା ହୋଇଥିବା ଏହି ସିଷ୍ଟମ ଉଦଘାଟନ କରିଛନ୍ତି । ଏବେ ଅକ୍ସିଜେନ ସିଲିଣ୍ଡର ରୋଗୀଙ୍କ…