ନାରଦ ଷ୍ଟିଙ୍ଗ୍ ଏଡିଟରଙ୍କ ପ୍ରଶ୍ନ, ଶୁଭେନ୍ଦୁ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ?

ନୂଆଦିଲ୍ଲୀ: ନାରଦ ଷ୍ଟିଙ୍ଗ୍ ମାମଲାରେ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀ ଏବଂ ଜଣେ ବିଧାୟକଙ୍କ ଗିରଫଦାରୀ ନେଇ ପୁଣି ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଚାରି ବର୍ଷ ପୁରୁଣା ମାମଲାରେ ସିବିଆଇ ସୋମବାର ରାଜ୍ୟର ଦୁଇ ମନ୍ତ୍ରୀ…

ଲ୍ୟାଣ୍ଡଫଲ୍ ପରେ ‘ତୌକତେ’ ଦୁର୍ବଳ, ଗୁଜରାଟରେ ୪ ମୃତ

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତୌକତେ’ ସୋମବାର ବିଳମ୍ବିତ ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ ପରେ ଏହି ସାମୁଦ୍ରିକ ଝଡ଼ର ତୀବ୍ରତା ହ୍ରାସ ପାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ‘ତୌକତେ’ ଏବେ ଅତିଭୀଷଣ ସାମୁଦ୍ରିକ ଝଡ଼ରୁ ଭୀଷଣ…

ଲୋକଙ୍କୁ ଘରେ ମିଳିବ କୋଭିଡ ଟିକା, ରାଉରକେଲାରେ ଗଡିଲା ସଂଜୀବନି ରଥ

ରାଉରକେଲା – ଇସ୍ପାତ ନଗରୀରେ ଆଜିଠାରୁ ଗଡିଲା ସଂଜୀବନୀ ରଥ । କୋଭିଡ ଟିକା ପାଇଁ କଲ୍ କଲେ ଘରେ ପହଂଚିବ ଏହି ରଥ । କେବଳ ବରିଷ୍ଠ ନାଗରିକ, ଶଯ୍ୟାଶାୟୀ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ମିଳିବ ଏହି ସୁବିଧା । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଏହି ସେବା ମିଳିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଶିବସୁନ୍ଦରଙ୍କୁ ଶୁଭେଚ୍ଛାର ସୁଅ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାର ପୂର୍ବତନ ଟେଷ୍ଟ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି କରିଛି ବିସିସିଆଇ । ଶିବସୁନ୍ଦରଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ…

ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଏହି ମାସ ୧୨ ତାରିଖରୁ କୋରୋନା ସଂକ୍ରମଣ ଲଗାତର ଭାବେ ୧୦ ହଜାରରୁ ଅଧିକ ରହୁଛି । ତେବେ, ଆସନ୍ତା ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏହାପରେ ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ହ୍ରାସ ହେବ…

ରାଜ୍ୟରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ୨୪ ଘଂଟାରେ ୨୨ ମୃତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୭୭୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୫୪୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଏ ଯାଏଁ ୫ ଲକ୍ଷ ୨୬ ହଜାର ୩୫୩…