ବିରଳ ଅତିଥିଙ୍କ ଆଗମନକୁ ଅପେକ୍ଷା

ଲେଖକ: ପ୍ରତିଭା ନେପାକ ହାତଗଣତି କେଇ ଦିନ ପରେ ଚଳଚଞ୍ଚଳ ହୋଇ ଉଠିବ ଓଡ଼ିଶାର ବେଳାଭୂମି। ସେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ହେଉ କି କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଉପକୂଳ... ଏଇ ବିରଳ ଅତିଥିଙ୍କ ଆଗମନକୁ ଅପେକ୍ଷା କରି ରହିଛି। ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍‌ଲେଙ୍କ ମିଳନ…

ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡ଼ା ସହରର ୨ କି.ମି. ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଇଚ୍ଛାପୁର ଗାଁ । ଏହି ଗାଁରେ ପ୍ରତିଷ୍ଠିତ ହୋଇଛି ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର। ଏହି ମନ୍ଦିରଟି ଓଡ଼ିଶାର ଐତିହାସିକ କିର୍ତ୍ତୀରାଜି ମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ନିର୍ମାଣ…

ଗୀତା ମାହାତ୍ମ୍ୟ: ନେହାଭିକ୍ରମନାଶୋଅସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ନେହାଭିକ୍ରମନାଶୋଅସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ।। ହେ ଅର୍ଜୁନ ! ଏହି କର୍ମଯୋଗରେ ଆରମ୍ଭର ଅର୍ଥାତ ବୀଜର ନଷ୍ଟ ହୁଏନାହିଁ। ଏବଂ…

ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି…

ଭୁବନେଶ୍ୱର: ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ପ୍ରାକୃତିକ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆ ଯାଇଥିବା ବଳିଷ୍ଠ ପଦକ୍ଷେପ ଦ୍ଵାରା ବିପର୍ଯ୍ୟୟଜନିତ ଧନଜୀବନ…