ଶ୍ରୀମନ୍ଦିର ସିଂହଦ୍ୱାର ଓ ଚାରିପାଖରେ ୧୪୪ ଧାରା

ପୁରୀ –ଦୀପାବଳୀ ପାଇଁ ଆସନ୍ତାକାଲି ଭୋର୍ ୪ଟାରୁ ଶ୍ରୀମନ୍ଦିର ସିଂହଦ୍ୱାର ଓ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । କାଲି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ ୧୪୪ ଧାରା । କୋଭିଡ ନିୟମ ଉଲ୍ଲଂଘନ ଓ ପ୍ରଦୂଷଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।…

ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନୂଆ ବିଚାରପତି ନିଯୁକ୍ତ 

କଟକ– ଓଡିଶା ହାଇକୋର୍ଟରେ ଆଉ ଜଣେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତମାସରେ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ 33କୋଟି ଟଙ୍କାର ସହାୟତା । ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର…

14 injured in Pak bomb blast

Islamabad: Fourteen people were injured in a bomb explosion in Kharan district of Pakistan's Balochistan province, police sources said. About four to five kg of explosives fixed in a motorbike were detonated by unknown militants at a…

ଟି-୨୦ ବିଶ୍ବକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ, କୋହଲିଙ୍କ ଦଳକୁ ଜରୁରୀ ବୃହତ୍ ବିଜୟ

ଆବୁଧାବି: ଭାରତ ବୁଧବାର ନିଜ ତୃତୀୟ ଗ୍ରୁପ୍‌-୨ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଦଳର ସେମିଫାଇନାଲ ପଥ କଷ୍ଟକର ହୋଇଥିବା ବେଳେ ନିଜ ଅଭିଯାନକୁ ଟ୍ରାକକୁ ଆଣିବା ପାଇଁ ଭାରତକୁ ବୃହତ ବିଜୟ ଜରୁରୀ । ଏହାଛଡ଼ା କୋହଲିଙ୍କୁ ସଠିକ ଓ…

ମହଙ୍ଗା ପଡ଼ିଲା ଦରବୃଦ୍ଧି, ଉପନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ନୂଆଦିଲ୍ଲୀ: ତିନି ଲୋକସଭା ଓ ୧୩ ରାଜ୍ୟର ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମଙ୍ଗଳବାର ଘୋଷିତ ଉପନିର୍ବାଚନ ଫଳାଫଳରୁ ବିଜେପି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ସ୍ପଷ୍ଟ ହୋଇଛି । ଲଗାତାର ଭାବେ ପେଟ୍ରୋଲ, ଜିଜେଲ ଓ ରୋଷେଇ…