ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବିଜେଡିର ହୁଙ୍କାର, ରାଜରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ୱର- ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଦଳ । ଏ ନେଇ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନଭେମ୍ବର ୧ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜୁ ମହିଳା…

କାଲି ଦାୟିତ୍ୱ ନେବେ ଡିଏମଇଟିର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ-ଡିଏମଇଟି ଭାବେ ପ୍ରଫେସର ଡକ୍ଟର ରମାରମଣ ମହାନ୍ତି ଆସନ୍ତାକାଲି ଦାୟିତ୍ୱ ନେବେ । ଗତକାଲି ପ୍ରଫେସର ମହାନ୍ତିଙ୍କୁ ନୂଆ ଡିଏମଇଟି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଫେସର ମହାନ୍ତି ବର୍ତ୍ତମାନ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ…

ଚାରି ସପ୍ତାହ ପରେ ଜେଲରୁ ମୁକୁଳିଲେ ଆର୍ୟନ୍

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବାର ପ୍ରାୟ ଚାରି ସପ୍ତାହ ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆଜି ଆର୍ୟନ ଖାନ ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି। ପୁଅକୁ ନେବାକୁ ଶାହାରୁଖ ନିଜେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସ୍ବାଗତ କରିବା ପାଇଁ…

ଦୀପାବଳୀରେ ବାଣ ବିକ୍ରି ଓ ଫୁଟାଇବା ନେଇ ଆଜି ଏସଆରସିଙ୍କ ଗାଇଡଲାଇନ ଆସିବା ସମ୍ଭାବନା

ଭୁବନେଶ୍ୱର- ଦୀପାବଳୀରେ ବାଣ ବିକ୍ରି ଓ ଫୁଟାଇବା ନେଇ ଆସି ଏସଆରସିଙ୍କ ଗାଇଡଲାଇନ ଆସିବା ସମ୍ଭାବନା ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସଆରସି ଗାଇଡଲାଇନ ଜାରି କରିପାରନ୍ତି । କୋରୋନା ସଂକ୍ରମଣ ପାଇଁ ଗତମାସ ୩୦ ତାରିଖରେ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ…

ଆଉ କିଛି ସମୟ ମଧ୍ୟରେ ଜେଲରୁ ବାହାରିବେ ଆର୍ୟନ୍, ପୁଅକୁ ନେବାକୁ ପହଞ୍ଚିଲେ ଶାହରୁଖ

ମୁମ୍ବାଇ:ଜାମିନ ପାଇବାର ଦୁଇ ଦିନ ପରେ ଆଜି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବେ । ଜାମିନ ପାଇବା ପରେ ମଧ୍ୟ ଆଇନଗତ ଔପଚାରିକତା ପୂରଣରେ ବିଳମ୍ବ ଯୋଗୁଁ ଆର୍ୟନଙ୍କୁ ଦୁଇ ରାତି ଜେଲରେ ବିତାଇବାକୁ ପଡିଥିଲା। ତେବେ ଆର୍ୟନ ଆଉ କିଛି ସମୟ ମଧ୍ୟରେ ଜେଲରୁ…

ରାଜ୍ୟରେ ୩୭୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ…

ତୈଳଦର ବେଲଗାମ, କ୍ରମାଗତ ଚତୁର୍ଥ ଦିନ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ତୈଳଦର ବେଲଗାମ ହୋଇପଡିଛି। ଆଜି କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ବି ପେଟ୍ରୋଲ ଏବଂ ଡିଜେଲ ୩୫-୩୫ ପଇସା ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୮.୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ…

କରୋନା ଅପଡେଟ୍:ଦେଶରେ ୧୪,୩୧୩ ନୂଆ ମାମଲା, ୫୪୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୩୧୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୧୩,୫୪୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶର କରୋନାରୁ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୩୬ କୋଟି ଅତିକ୍ରମ କରିଛି। ସୁସ୍ଥ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି | କେରଳରେ…

ଉତ୍ତମ ପରିବହନ ସେବା ପାଇଁ ସିଆରୟୁଟି ପୁରସ୍କୃତ

ଭୁବନେଶ୍ୱର- କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ –ସିଆରୟୁଟିକୁ ଉତ୍ତମ ସେବା ପାଇଁ ପୁରସ୍କାର ମିଳିଛି । ସହରାଂଚଳ ପରିବହନ କ୍ଷେତ୍ରରେ ‘ମୋ ବସ୍‌’ ଜରିଆରେ ଉତ୍ତମ ସେବା ପାଇଁ ସିଆରୟୁଟିକୁ ଉତ୍କର୍ଷତାର ପୁରସ୍କାର ମିଳିଛି । ଗତବର୍ଷ ସୂଚାରୁ ରୂପେ ସହରାଂଚଳ ପରିବହନ ପ୍ରକଳ୍ପ…