ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦିନକ ବ୍ୟବଧାନ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପୁଣି ପେଟ୍ରୋଲ, ଡିଜେଲ ଦର ବଢ଼ାଇଛନ୍ତି । ରବିବାର ପେଟ୍ରୋଲ ଲିଟର ପିଛା ଆଉ ୨୪ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨୭ ପଇସା ବୃଦ୍ଧି କରାଯାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୨.୫୮ ଟଙ୍କାରେ…

ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ଲକ୍‌ଡାଉନ୍ ଅବଧି ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ରାଜଧାନୀ ନଗରୀରେ ମେ ୨୪ ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ । ଲକ୍‌ଡାଉନ୍ ସମ୍ବନ୍ଧୀୟ ଗାଇଡ୍ ଲାଇନ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବଭଳି ସବୁ କଟକଣା ଲାଗୁ ହେବ ।…

ବ୍ରହ୍ମପୁରରେ ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଂଟ୍

ବ୍ରହ୍ମପୁର- ଆସନ୍ତା ସପ୍ତାହ ସୁଦ୍ଧା ବ୍ରହ୍ମପୁରରେ ଅକ୍ସିଜେନ ପ୍ଲାଂଟ୍ କାର୍ଯ୍ୟକ୍ଷମ ହେବ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଲିକ୍ୟୁଡ୍ ଅକ୍ସିଜେନ ପ୍ଲାଂଟର କାମ ସରିଛି । ସିଧାସଳଖ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯିବ । ପ୍ଲାଂଟ୍ ଚାଲୁ ହେଲେ ବିଭିନ୍ନ…

କଂଗ୍ରେସ ସାଂସଦ ରାଜୀବ ସତବଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାଜୀବ ସତବଙ୍କ ରବିବାର ପୁଣେରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମୃତ୍ୟୁ ବେଳକୁ ରାଜୀବଙ୍କୁ ୪୬…

କରୋନା ସଙ୍କଟ: ଭାରତରେ ଆଉ ୩.୧୧ ଲକ୍ଷ ସଂକ୍ରମିତ ଚିହ୍ନଟ, ୪୦୭୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୧୧,୧୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଗ୍ରାଫ୍ ସାମାନ୍ୟ ଖସୁଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତାଜନକ ରହିଛି । ଦିନକରେ ଏହି ରୋଗରେ ୪୦୭୭ ଲୋକ…

ରାଜ୍ୟରେ ଆଉ ୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୧୦ ଜିଲ୍ଲାରେ ୧୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡା ଓ ଅନୁଗୁଳର ୩ ଲେଖାଏଁ, ନୂଆପଡା ଓ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତ…

ରାଜ୍ୟରେ ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍‌, ଇଣ୍ଡୋର ସୁଟିଂ ଉପରେ କଟକଣା

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ରୋକ୍ ଲଗାଇଛନ୍ତି । ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ହୋଇପାରିବ ନାହିଁ । ଏ ସଂପର୍କରେ ଏସଆରସିଙ୍କ ପକ୍ଷରୁ ଅଧିସୂଚନା ଜାରି ହୋଇଛି । ପଶ୍ଚିମବଙ୍ଗରେ ସୁଟିଂ ସେଟରୁ…