ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ପାରମ୍ପରିକ ରୀତିନୀତି ସହ ରଥ ନିର୍ମାଣ…

ପୁରୀ – କୋରୋନା କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ବି ଅନୁକୂଳ ହୋଇଛି । ଆସନ୍ତା ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ତିନି ରଥର ନିର୍ମାଣ କାର୍ଯ୍ୟ ପାରମ୍ପରିକ ଭାବେ ଆରମ୍ଭ ହୋଇଛି ।…

ଗଞ୍ଜାମ: ସଚେତନତା ସୃଷ୍ଟିରେ ଅଗ୍ରଣୀ

ବ୍ରହ୍ମପୁର: କରୋନା ମହାମାରୀ ମୁକାବିଲାରେ ସତର୍କତାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ସେ ନେଇ ସଚେତନତା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏମିତିରେ ତ ପ୍ରଶାସନ ଦ୍ବାରା କରୋନା ପ୍ରତିକାର ଦୃଷ୍ଟିରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଜାଗ କରାଯାଉଛି, ତେବେ ଗଞ୍ଜାମ ଜିଲ୍ଲାରେ…

ମୋଦି ବିରୋଧୀ ପୋଷ୍ଟର ମାମଲାରେ ୧୨ ଗିରଫ

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ୧୨ ଜଣ ଲୋକଙ୍କୁ ଗିରଫ କରିଛି । ଗତ କିଛିଦିନ ଧରି ରାଜଧାନୀ ନଗରୀର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲାଗିଥିବା…