“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ମୁଖ୍ୟମନ୍ତ୍ରୀଙ୍କ ହାତରୁ ସ୍ମାର୍ଟକାର୍ଡ ପାଇଥିବା କିଛି ମହିଳାଙ୍କ ପ୍ରତିକ୍ରିୟା "ଗରିବର୍ ଜୀବନ୍ ଥିଁ ଇ କାର୍ଡ ବିପଦ୍ ବେଲର୍ ବନ୍ଧୁ ଆଏ" ସମ୍ବଲପୁର: ପଇସା ଅଭାବରୁ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହୋଇଥାନ୍ତି । ଆଉ ଚିକିତ୍ସା ଖର୍ଚ ତୁଳାଇବାକୁ ଯାଇ ଲୋକେ ପିଲାଙ୍କ…

ଧନତେରସରେ କରନ୍ତୁ ଏହିସବୁ ଉପାୟ, ଘରକୁ ହେବ ଧନର ଆଗମନ 

କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପାଳିତ ହୋଇଥାଏ ଧନତେରସ । ଏହିଦିନ ଭଗବାନ ଧନ୍ଵନ୍ତରୀ ଜନ୍ମ ହୋଇଥିଲେ। ଏହି କାରଣରୁ ଏହିଦିନ ଧନତେରସ ଉତ୍ସବ ପାଳନ ହୋଇଥାଏ । ଧନତେରସ ରୁ ହିଁ ଆରମ୍ଭ ହୋଇଥାଏ ଦୀପାବଳୀ ର ପର୍ବ । ଧନତେରସ ଦିନ ଏହି ପାଞ୍ଚୋଟି କାର୍ଯ୍ୟ କରିବା ନିହାତି ଆବଶ୍ୟକ -…

ଆଜି ଭଗବାନ ଧନ୍ଵନ୍ତରୀଙ୍କ ଆବିର୍ଭାବ ଦିବସ, ସମୁଦ୍ର ମନ୍ଥନରୁ ହୋଇଥିଲେ ଆବିର୍ଭୂତ 

କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ସମଗ୍ର ଭାରତରେ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳନ କରାଯାଏ । ସେ ମଧ୍ୟ ଆୟୁର୍ବେଦର ଜନକ ଭାବରେ ଶାସ୍ତ୍ରରେ ପରିଚିତ। ଭଗବାନ୍ ଧନ୍ଵନ୍ତରୀ ଦେବ ଓ ଅସୁରଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରୁ କାର୍ତ୍ତି କୃଷ୍ ତ୍ରୟୋଦଶୀରେ ଆବିର୍ଭୂତ ହୋଇଥିଲେ…

ଗୀତା ମାହାତ୍ମ୍ୟ: ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ। ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ। ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।। ହେ ଅର୍ଜୁନ ! ଯେଉଁମାନେ ଭୋଗ ଓ ଐଶ୍ଵର୍ୟ୍ଯରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷ…

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣକୁ ବ୍ୟାପକ କରିବାରେ ସହାୟକ ହେଉଛି ମୋବାଇଲ ମେଡିକାଲ ଭ୍ୟାନ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏମଏମଭି ବା ମୋବାଇଲ୍ ମେଡିକାଲ ଭ୍ୟାନଗୁଡ଼ିକୁ ନିୟୋଜିତ କରାଯାଉଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଏମଏମଭି…

ଅମରିନ୍ଦର ସିଂଙ୍କ ନୂଆ ଦଳର ନାମ ‘ପଞ୍ଜାବ ଲୋକ କଂଗ୍ରେସ’

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଏକ ନୂଆ ପାର୍ଟି ଘୋଷଣା କରିଛନ୍ତି। କ୍ୟାପଟେନ ତାଙ୍କ ନୂଆ ଦଳର ନାମ 'ପଞ୍ଜାବ ଲୋକ କଂଗ୍ରେସ' ରଖିଛନ୍ତି । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ…

ପ୍ରଥମ ଥର ଚାଷୀଙ୍କ ରକ୍ତଦାନ: ଗୋପାଳପୁର ନର୍ବାଚନମଣ୍ଡଳୀର କୃଷକ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ବ୍ରହ୍ମପୁର: ସେମାନେ ମାଟିର ମଣିଷ... ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଚାଲନ୍ତି। ଟାଙ୍ଗରା ଭୂଇଁକୁ ବି ଶସ୍ୟଶ୍ୟାମଳା ତଥା ଉତ୍ପାଦନକ୍ଷମ କରିବାର ସାମର୍ଥ୍ୟ ରହିଛି ତାଙ୍କ ନିକଟରେ। ବର୍ଷତମାମ ସେମାନେ ବହୁ କଷ୍ଟ ସ୍ୱୀକାର କରି ଯେଉଁ ଫସଲ ଅମଳ କରନ୍ତି ସେଥିରୁ କୋଟି କୋଟି…