କରୋନା ଅପଡେଟ୍: ଦେଶରେ ଆଉ ୧୬,୧୫୬ ମାମଲା ଚିହ୍ନଟ, ୭୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬,୧୫୬ ନୂଆ କରୋନା ମାମଲା ରେକର୍ଡ କରାଯାଇଛି । ଦିନକରେ ୭୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ ୧୭ ହଜାର…

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ ଗୋସାଭି ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ କେ.ପି ଗୋସାଭିଙ୍କୁ ପୁଣେ ପୋଲିସ ଗିରଫ କରିଛି। କେପି ଗୋସାଭି ଗତ କିଛି ଦିନ ଧରି ଫେରାର ଥିଲେ। କେପି ଗୋସାଭିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରାଯାଇଛି। ପୁଣେରେ ଗୋସାଭିଙ୍କ ବିରୋଧରେ ଠକେଇ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ବିରୋଧରେ ଭିଜିଲାନ୍ସ…

ଭୁବନେଶ୍ୱର- କମିଶନରେଟ ପୋଲିସର ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ୫ଟି ଭିଜିଲାନ୍ସ ଟିମ୍ ଚଢାଉରେ ନିୟୋଜିତ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବହିଷ୍କୃତ କନେଷ୍ଟବଳଙ୍କ ବିରୋଧରେ ଚଢାଉ…

ବରଗଡର ୨ ଇକୋଟୁରିଜମ୍ ପ୍ରକଳ୍ପ ପାଇଁ ୨କୋଟି ମଞ୍ଜୁର

ବରଗଡ: ହୀରାକୁଦ ଜଳଭଣ୍ଡାରର ଚାରିପଟରେ ପର୍ଯ୍ୟଟନର ଅଫୁରନ୍ତ ସୁଯୋଗ ରହିଛି | ବର୍ତ୍ତମାନ ରାଜ୍ୟ ସରକାର ଏହାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି | ଏହି କ୍ରମରେ ବରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି |…

ରାଜ୍ୟରେ ଆଉ ୪୧୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୧୨ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୩୭ ଓ ସ୍ଥାନୀୟ ଅଂଚଲରୁ ୧୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୬୩ ଜଣ ଶିଶୁ ଓ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଓ କଟକରୁ ୪୬ ଜଣ ଆକ୍ରାନ୍ତ…

କଟକ ସହରରେ ପ୍ରଥମ ଥର ପାଇଁ ଇ-ଟଏଲଟ ବ୍ୟବସ୍ଥା 

କଟକ- କଟକ ସହରରେ ଆରମ୍ଭ କରାଯାଇଛି ଇ-ଟଏଲେଟ ବ୍ୟବସ୍ଥା । ପ୍ରଥମ ଥର ପାଇଁ ସହରର ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି । କଟକ ମହାନଗର ନିଗମ ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେସମେଂଟ୍ ସେଂଟରର ଉଦଘାଟିତ ହୋଇଛି । ପ୍ରଥମେ ଓଏମପି ଛକ ଓ ମଧୁପାଟଣାରେ ଏଭଳି ଇ-ଟଏଲଟ ବ୍ୟବସ୍ଥା କରାଯାଇଛି ।…