ରାୟପୁର: ଟ୍ରେନ୍ ଭିତରେ ବିସ୍ଫୋରଣ, ୪ ସିଆରପିଏଫ୍ ଯବାନ ଆହତ

ରାୟପୁର: ଆଜି ସକାଳେ ଛତିଶଗଡ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ସିଆରପିଏଫ୍ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ରାୟପୁର ରେଳ ଷ୍ଟେସନରେ ଚଟାଣରେ ପଡ଼ିବା ପରେ ସିଆରପିଏଫ୍ ସ୍ୱତନ୍ତ୍ର ଟ୍ରେନର ଇଗ୍ନାଇଟର ବକ୍ସ ବିସ୍ଫୋରଣ ହୋଇଥିଲା।…

ମନୀଷ ଅନୁରାଗ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର – ରାଜଧାନୀର ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟା, ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ଅଟକ ଥିବା ଅନ୍ୟ ଜଣେ ସନ୍ଦିଗ୍ଧକୁ ପ୍ରମାଣ…

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଅଧ୍ୟକ୍ଷ ନିର୍ବାଚନ ଉପରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦଳରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଲକ୍ଷ୍ମୀପୁର ଖେରୀ, ପାଞ୍ଚଟି ରାଜ୍ୟରେ କୃଷକଙ୍କ ଆନ୍ଦୋଳନ, ଦରଦାମ୍ ବୃଦ୍ଧି ଏବଂ ବିଧାନସଭା…

କ୍ରମାଗତ ତୃତୀୟ ଦିନ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ଦର ବୃଦ୍ଧି ସହ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚଛି। ଆଜି ପେଟ୍ରୋଲ ଏବଂ ଡିଜେଲର ଦର ୩୫-୩୫ ପଇସା ବୃଦ୍ଧି କରାଯାଇଛି। ଏହା ପରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୧୦୫.୪୯ ଏବଂ ମୁମ୍ବାଇରେ ୧୧୧.୪୩ ଟଙ୍କାରେ ପହଞ୍ଚିଛି।…

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ଜୀବନ ନିରାୟମ ଓ ସୁଖମୟ ହେଉ ବୋଲି ପ୍ରାର୍ଥନା କରି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ । ମାନ୍ୟବର…

ବହୁଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହରୁ ତଳେ, ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ବହୁ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩୫୮ ଆକ୍ରାନ୍ତ । ସଙ୍ଗରୋଧରୁ ୨୦୯ ଓ ସ୍ଥାନୀୟ ଅଂଚଳରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୪୭ ।…

ବିଶ୍ୱ ଖାଦ୍ୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଖାଦ୍ୟ ଦୃଷ୍ଟିରୁ ଓଡିଶା ଏକ ସୁରକ୍ଷିତ ରାଜ୍ୟ ହୋଇପାରିଛି ଓ ଗରିବ ଓ ଦୁର୍ବଳ ଲୋକଙ୍କୁ ଯଥେଷ୍ଟ ଖାଦ୍ୟ ଯୋଗାଣ ନିଶ୍ଚିତ କରାଯାଇଛି । ଖାଦ୍ୟ ଅପଚୟ କମ୍…

ପଶ୍ଚିମରେ ପ୍ରଗତିର ନବୀନ ସ୍ବାକ୍ଷର

ସମ୍ବଲପୁର : ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଆକାଶ ପାତାଳର ଫରକ । ଦିନେ ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଚାଲିଥିବା ଓଡ଼ିଶା ଏବେ ବିକାଶର ନୂଆଁ ପରିଭାଷାର ବାର୍ତ୍ତାବହ ସାଜି ପାରିଛି । ଏହାର ବିକାଶ ଧାରା ସାରା ଦେଶ ପାଇଁ ଅନୁକରଣୀୟ ହୋଇପାରିଛି । ଆଉ ଏହି…

ରାହୁଲ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ: ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ । ଟି-୨୦ ବିଶ୍ୱକପ ପରେ ଦ୍ରାବିଡ ଏହି ହାଇ ପ୍ରୋଫାଇଲ୍ ଦାୟିତ୍ବ ଗ୍ରହଣ କରିବେ । ଏଥିପାଇଁ ଦ୍ରାବିଡ ରାଜି ହୋଇଥିବା ଜଣାପଡିଛି । ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦରେ ରହିବେ | ଟିମ୍ ଇଣ୍ଡିଆର ବୋଲିଂ…

ଦୁର୍ଦ୍ଦାନ୍ତ ଅପରାଧୀ ରାକା ପୋଲିସ ଏନକାଉଣ୍ଟରରେ ଆହତ

କଟକ – କମିଶନରେଟ ପୋଲିସକୁ ବଡ ସଫଳତା । ବାଲିକୁଦା ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି । ତା ଗୋଡରେ ଗୁଳି ବାଜିଛି । ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଠରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ରାକାକୁ…