ମେ ଶେଷ ବା ଜୁନ ପ୍ରଥମ ସପ୍ତାହରେ ରାଜ୍ୟରେ ହ୍ରାସ ପାଇବ ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଉପରେ ହିଁ ରହିଛି । ତେବେ, ଏଭଳି ଧାରା ଆଉ କିଛି ଦିନ ଜାରି ରହିବ । ଦୈନିକ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ଆସନ୍ତା ୧ ସପ୍ତାହ ଯାଏଁ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି…

ବାହାଘର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ନିୟମ : ପରିବାରର ସବୁ ସଦସ୍ୟଙ୍କ ହେବ କୋଭିଡ ଟେଷ୍ଟ, ପଜିଟିଭ ହେଲେ…

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ବାହାଘର ପାଇଁ ପ୍ରଶାସନର ନୂଆ ନିୟମ । ଏଣିକି ଜିଲ୍ଲାରେ ବିବାହ ଉତ୍ସବ ଆୟୋଜନ କଲେ ସଂପୃକ୍ତ ପରିବାର ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯିବ । କେହି ପଜିଟିଭ ଆସିଲେ ବିବାହ ଉତ୍ସବ ହୋଇପାରିବ ନାହିଁ । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟରେ ବାହାଘର ଆୟୋଜନ…

କରୋନାରେ ଚାଲିଗଲେ ପୂର୍ବତନ କ୍ରିକେଟର ଓ ବିସିସିଆଇ ମ୍ୟାଚ୍ ରେଫରୀ ରାଜେନ୍ଦ୍ରସିଂହ ଜାଡେଜା

ରାଜକୋଟ: ସୌରାଷ୍ଟ୍ରର ପୂର୍ବତନ ଦ୍ରୁତ ବୋଲର ଓ ବିସିସିଆଇ ମ୍ୟାଚ୍ ରେଫରୀ ରାଜେନ୍ଦ୍ରସିଂହ ଜାଡେଜାଙ୍କ କୋଭିଡ୍‌ରେ ପରଲୋକ ହୋଇଯାଇଛି । ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଜାଡେଜା ସୌରାଷ୍ଟ୍ର ପକ୍ଷରୁ ୫୦ ପ୍ରଥମ ଶ୍ରେଣୀ ଏବଂ ୧୧ ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ…

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦିନକ ବ୍ୟବଧାନ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପୁଣି ପେଟ୍ରୋଲ, ଡିଜେଲ ଦର ବଢ଼ାଇଛନ୍ତି । ରବିବାର ପେଟ୍ରୋଲ ଲିଟର ପିଛା ଆଉ ୨୪ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨୭ ପଇସା ବୃଦ୍ଧି କରାଯାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୨.୫୮ ଟଙ୍କାରେ…