ନାରଦ ଷ୍ଟିଙ୍ଗ୍ ମାମଲା: ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଟିଏମ୍‌ସି ବିଧାୟକଙ୍କୁ ଜାମିନ

କୋଲକାତା: ନାରଦ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ଗିରଫ ମମତା ବାନାର୍ଜୀ ସରକାରର ଦୁଇ ମନ୍ତ୍ରୀଙ୍କ ସହ ତୃଣମୂଳ କଂଗ୍ରେସର ଜଣେ ବିଧାୟକଙ୍କୁ ଜାମିନ ମିଳିଛି । ଏହି ତିନି ଟିଏମ୍‌ସି ନେତାଙ୍କୁ କୋଲକାତାର ଏକ କୋର୍ଟ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଏକ…

ମେକ୍ସିକୋର ଆଣ୍ଡ୍ରିୟା ମେଜା ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ, ଭାରତର ଏଡଲିନ୍ ଚତୁର୍ଥ

ଫ୍ଲୋରିଡା: ମେକ୍ସିକୋ ସୁନ୍ଦରୀ ୨୬ ବର୍ଷୀୟା ଆଣ୍ଡ୍ରିିୟା ମେଜା ଜିତିଛନ୍ତି ମିସ୍ ୟୁନିଭର୍ସ -୨୦୨୦ ଟାଇଟଲ୍ । ଫ୍ଲୋରିଡାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମେଜା ୬୬ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ପୂର୍ବତନ ମିସ୍ ୟୁନିଭର୍ସ ଦକ୍ଷିଣ ଆଫ୍ରିକାର…

ଏବେ ଗାଁକୁ ଫୋକସରେ ରଖିଲେ ନବୀନ : ତୄଣମୂଳ ସ୍ତରରେ କୋଭିଡ ନିୟନ୍ତ୍ରଣ ଉପରେ ସର୍ବଦଳୀୟ ବୈଠକରେ ଗୁରୁତ୍ୱ, ପଞ୍ଚାୟତରେ…

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…

ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା, ରାଜନୈତିକ ଫାଇଦା ପାଇଁ କୋଭିଡ୍ ଔଷଧ ଗଚ୍ଛିତ ରଖନାହିଁ

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଗଚ୍ଛିତ ରଖିଥିବା ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଔଷଧ ଗୁଡିକର ଅଭାବ ଦେଖାଦେଇଥିବା ବେଳେ ନେତାମାନେ ନିଜ ରାଜନୈତିକ ଫାଇଦା ପାଇଁ ଏଭଳି ଔଷଧ ନିଜ ପାଖରେ ଜମା ନ କରି ଫେରାଇ ଦିଅନ୍ତୁ ବୋଲି ହାଇକୋର୍ଟ…

ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଅଧିକ ଭଡା ନେଲେ ଦୃଢ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ । ୧୦ କିଲୋମିଟର ପାଇଁ ଛୋଟ ଗାଡି ୭୫୦ ଟଙ୍କା ଭଡା ନେବେ । ଲାଇଫ ସପୋର୍ଟ ସିଷ୍ଟମ ଥିଲେ ବୋଲୋରେ ନେୂେ ୧୫୦୦ ଓ ଅତ୍ୟାଧୁନିକ…

କୋଭିଡ୍‌ର ଦ୍ୱିତୀୟ ଲହରୀ ସଂକ୍ରମଣ ନେଇଛି ୨୪୪ ଡାକ୍ତରଙ୍କ ଜୀବନ, ବିହାର, ୟୁପି, ଦିଲ୍ଲୀରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ସଂକ୍ରମଣରେ ଏଯାବତ୍ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ସର୍ବାଧିକ ସଂଖ୍ୟକ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) କହିଛି । ଆଇଏମ୍‌ଏ ରେଜିଷ୍ଟ୍ରି…