କରୋନା ଅପଡେଟ୍: ୨୦୯ ଦିନ ପରେ ସର୍ବନିମ୍ନ ମାମଲା, ଆଉ ୧୮,୩୪୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୩୪୬ ନୂଆ କରୋନା ମାମଲା ରୁଜୁ ହୋଇଛି। ୨୦୯ ଦିନ ପରେ ଦୈନିକ ସଂକ୍ରମଣର ଏହି ସଂଖ୍ୟା ହେଉଛି ସର୍ବନିମ୍ନ। ଦିନକରେ ୨୬୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଦିନକରେ ଦେଶରେ ୨୯ ହଜାର ୬୩୯…

ରାଜ୍ୟରେ ୪୫୩ ନୂଆ କୋରୋନା ପଜିଟିଭ, ୭ଟି ଜିଲ୍ଲାରୁ ଶୂନ, ୫ ହଜାର ତଳେ ସକ୍ରିୟ ମାମଲା

ଭୁବନେଶ୍ୱର – ରାଜ୍ୟରେ ତଳମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୩ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୫୩ ଜଣ ଶିଶୁ କିଶୋର । ସଙ୍ଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧,…

ଆଜିଠାରୁ ଓଜେଇଇ କାଉନସେଲିଂ, ଏହି ମାସ ୧୭ରୁ ୨୨ ଯାଏଁ ସିଟ୍ ଆଲଟମେଂଟ୍

‌ଭୁବନେଶ୍ୱର- ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ଏ ବର୍ଷ ଓଜେଇଇରେ ର‌୍ୟାଙ୍କ୍ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୬ ତାରିଖ ଯାଏଁ ନାମ ପଞ୍ଜିକରଣ ତଥା ଚଏସ ଫିଲିଂ କରିପାରିବେ । ଏମବିଏ, ଏମସିଏ,…

ଆସନ୍ତାକାଲି ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ, କଟକଣା ପାଳନ ସହ ଦର୍ଶନକୁ ଅନୁମତି

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ଆସନ୍ତାକାଲି ପବିତ୍ର ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ଧାରଣ କରିବେ । ତେବେ ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ହେଲେ ଆସନ୍ତାକାଲି ସଂପୂର୍ଣ କୋଭିଡ…

ସହିଦ ବାଜି ରାଉତ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଆଜି ହେଉଛି ଜୟନ୍ତୀ । ଏହି ଅବସରରେ ଓଡିଶାର ଏହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ପାଇଁ ମାତ୍ର ୧୨ ବର୍ଷ ବୟସରେ ବଳିଦାନ ଦେଇଥିଲେ ବାଜି ରାଉତ । ଏହି ଅମର ବୀରଙ୍କ…

ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି ଉପନିର୍ବାଚନ

ନୟାଗଡ - ନୟାଗଡ ଜିଲ୍ଲା ଭାପୁର ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେଉଛି । ଅନାସ୍ଥା ଭୋଟରେ ଶାନ୍ତିଲତା ବେହେରା ହାରିବା ପରେ ଏହି ପଦ ଖାଲି ପଡିଛି । ଆଜି ଶାନ୍ତି ଶୃଙ୍ଖଳାରେ ଭୋଟ୍ ପାଇଁ ବ୍ଲକ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ…