ମହିଳା ଓ ଶିଶୁବିକାଶ ବିଭାଗର ‘ ଟିକି ମାଉସୀ କହେ ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖୁ ଏଭଳି ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ , ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ଏଥିପାଇଁ କୋଭିଡ୍ ସଚେତନତା ଏବଂ ନିୟମାବଳୀର କଠିନ ଅନୁପାଳନ ବ୍ୟବସ୍ଥାକୁ ଆମକୁ ଆହୁରି ଦୃଢ଼ୀଭୂତ…

କୋଭିଡ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଇସିଏମଓ ଚିକିତ୍ସା ଆରମ୍ଭ

ଭୁବନେଶ୍ୱର- କୋଭିଡରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଇସିଏମଓ ଚିକିତ୍ସା କୋଲକାତାରେ ଆରମ୍ଭ ହୋଇଛି । ଆଜି ଦେବାଶିଷଙ୍କୁ କଟକ ଅଶ୍ୱିନୀ କୋଭିଡ ହସପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ…

ଶଯ୍ୟାଶାୟୀ ଓ ଦିବ୍ୟାଙ୍ଗଙ୍କ ଟିକାକରଣ ପାଇଁ ବିଏମସି ପକ୍ଷରୁ ପଂଜୀକରଣ ଆରମ୍ଭ

ଭୁବନେଶ୍ୱର- ଶଯ୍ୟାଶାୟୀ ଓ ଦିବ୍ୟାଙ୍ଗଙ୍କ କୋଭିଡ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ –ବିଏମସି ପକ୍ଷରୁ ଆଜିଠାରୁ ପଂଜୀକରଣ ଆରମ୍ଭ ହୋଇଛି । ୧୯୨୯ ନମ୍ବର ଯୋଗେ ପଂଜୀକରଣ ଆରମ୍ଭ ହୋଇଛି । ପଂଜୀକୃତ କରିଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବା ପରେ ଘରେ କିମ୍ବା ନିକଟସ୍ଥ…

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିଏମସି ପକ୍ଷରୁ କାଲିଠାରୁ ୱାକ୍‌-ଇନ୍ ଟିକାକରଣ

କଟକ- ଅଧ୍ୟୟନ ପାଇଁ ବିଦେଶ ଗସ୍ତରେ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ କଟକ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଦେଶରେ ବିଶ୍ୱବିଦ୍ୟାଳୟଗୁଡିକରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ୱାକ୍ –ଇନ୍ ଟିକାକରଣ କାଲିଠାରୁ ଆରମ୍ଭ ହେବ ।…

୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ଷ୍ଟେମ୍ ସୁବିଧାର ଶୁଭାରମ୍ଭ

୩୦ଟି ଜିଲ୍ଲାର ହାଇସ୍କୁଲ ଛାତ୍ରୀ କ୍ୟାରିଅର ସଚେତନ ହେବେ ଭୁବନେଶ୍ୱର: ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍ ଷ୍ଟେମ୍ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର: ଶିଶୁ ମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ…

ମକ୍ ଡ୍ରିଲ୍ କରି ୨୨ ରୋଗୀଙ୍କୁ ମାରିଦେଲେ, ଭିଡ଼ିଓ ଭାଇରାଲ୍, ସିଲ୍ ହେବ ଆଗ୍ରାର ପାରସ୍ ହସ୍ପିଟାଲ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଅବସ୍ଥିତ ପାରସ ହସ୍ପିଟାଲକୁ ସିଲ୍ କରାଯିବ। ଏସପି ସିଟି ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ପାରସ ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହେବା ପରେ…