ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ, ସମୀକ୍ଷା ବୈଠକ ପରେ ଆକାଶମାର୍ଗରୁ ବାତ୍ୟାଂଚଳ…

ଭୁବନେଶ୍ୱର- ବାତ୍ୟା ୟାଶ୍ ପ୍ରଭାବିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଂଚିଛନ୍ତି । ଏକ ସ୍ୱତନ୍ତ୍ର ବିମାନରେ ମୋଦି ଭୁବନେଶ୍ୱରରେ ପହଂଚିଛନ୍ତି । ପ୍ରଥମେ ସେ ଏକ ବାତ୍ୟା ସମୀକ୍ଷା ବୈଠକରେ ଯୋଗଦେବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ: ଟାଇ କିମ୍ବା ଡ୍ର ହେଲେ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍ ୧୮ରୁ ଆରମ୍ଭ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଇସିସି ନିୟମାବଳୀ ଜାରି କରିଛି । ନିୟମାବଳୀ ଅନୁସାରେ ଯଦି ଫାଇନାଲ ଡ୍ର କିମ୍ବା ଟାଇ ହୁଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷିତ କରାଯିବ । ବର୍ଷା ସମ୍ଭାବନାକୁ…

ଟିକା ଆମଦାନୀ ପାଇଁ ଆଜି ଖୋଲିବ ରାଜ୍ୟର ଗ୍ଲୋବାଲ ଟେଣ୍ଡର, ଅପରାହ୍ନରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ

ଭୁବନେଶ୍ୱର- କୋଭିଡ ଟିକା ଆମଦାନୀ ପାଇଁ ଆଜି ଖୋଲିବ ଓଡିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡର୍ । ଟିକା ପାଇଁ ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲା । ଆବେଦନର ଡେଡଲାଇନ୍ ଆଜି ଦିନ ୧୦ଟାରେ ସରିଛି । ଆଜି ଅପରାହ୍ନ ୫ଟାରେ ସ୍ପଷ୍ଟ ହେବ ଟିକା ଯୋଗାଣକାରୀ ସଂସ୍ଥାର ନାଁ । ଅଧିକ…

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା, ତଳିଆ ଅଂଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି

ଭୁବନେଶ୍ୱର- ପ୍ରବଳ ବର୍ଷା ଯୋଗୁଁ ଗାଲୁଢିହ ବ୍ୟାରେଜରୁ ଝାଡଖଣ୍ଡ ବନ୍ୟାଜଳ ଛାଡିଛି । ଫଳରେ ଜାମଶୋଳା ଘାଟରେ ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ନଦୀ । ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ତଳିଆ ଅଂଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ ଜାରି ରହିଛି । ଏସଆରସି ପ୍ରଦୀପ ଜେନା ଏହି…

ରାଜ୍ୟରେ ଦିନକରେ ୭୨୧୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୭ ହଜାର ୨୧୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୧୭୫ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫କୁ ବୃଦ୍ଧି ପାଇଛି । ଏଯାଏ ୬ ଲକ୍ଷ ୩୫ ହଜାର ୧୭୯ ସୁସ୍ଥ…

କରୋନା ଅପଡେଟ୍‌: ୪୪ ଦିନ ପରେ ସବୁଠୁ କମ୍ ମାମଲା, ୨୪ ଘଣ୍ଟାରେ ୧.୮୬ ଲକ୍ଷ ସଂକ୍ରମିତ ଚିହ୍ନଟ, ୩୬୬୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୮୬ ହଜାର ୩୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ୪୪ ଦିନ ପରେ ସର୍ବନିମ୍ନ । କାରୋନାରୁ ଆଉ ୨ ଲକ୍ଷ ୫୯ ହଜାର ୪୫୯ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣରେ…