ହୋମ୍ ଆଇସୋଲେସନ୍ ରୋଗୀଙ୍କ ସେବାରେ ପ୍ରଶାସନ, ଉପାଦେୟ ହେଉଛି ଭର୍ଚୁଆଲ ଯୋଗ କ୍ଲାସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଥମରୁ ସମନ୍ବିତ କୋଭିଡ ମୁକାବିଲାକୁ ଗୁରୁତ୍ଵ ଦେଇ ଆସିଛି । ଡାକ୍ତରଖାନାରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ହୋମ୍ ଆଇସୋଲେସନ୍ ରୋଗୀଙ୍କ ଚିକିତ୍ସାର ସଂପୂର୍ଣ ଯତ୍ନ ନିଆଯାଉଛି । ସେହିପରି ନୂତନ ଆକ୍ରାନ୍ତ ଚିହ୍ନଟ ପାଇଁ…

ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା, ଅନଲାଇନ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ମିଳିବ ଟିକା

ଭୁବନେଶ୍ୱର- ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା । ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି । ଟିକା ଉତ୍ପାଦନକାରୀଙ୍କଠାରୁ ନିଜେ ଟିକା କିଣିବେ ହସପିଟାଲ୍ । କେବଳ ଅନଲାଇନ ପଂଜିକରଣ କରିଥିବା ହିତାଧିକାରୀଙ୍କୁ କୋଭିଡ ଟିକା…

କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ନ ଥିବାରୁ ଡ୍ରାଇଭ ଇନ୍ ଓ ଘରେ ଟିକାକରଣକୁ ମନା କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ମନା କରିଛନ୍ତି ରାଜ୍ୟ ସରକାର । ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ତେଣୁ ଏ ଭଳି କାର୍ଯ୍ୟକ୍ରମ ନ କରିବା ପାଇଁ…

ଉଦାହରଣ ସାଜିଛି ନବୀନଙ୍କ ‘ସହଭାଗିତା ମଡେଲ୍’

ଲେଖକ : ପ୍ରତିଭା ନେପାକ କରୋନା ମହାମାରୀକୁ ହରାଇବା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ସେ ପ୍ରବାସୀଙ୍କ କଥା କୁହନ୍ତୁ କି ରୋଗୀ, ଚିକିତ୍ସା କଥା କୁହନ୍ତୁ ଜୀବନ ଜୀବିକା କଥା... ରାଜ୍ୟ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପ୍ରତି ସମୁଚିତ ନଜର ଦେଇ ନାନା ପଦକ୍ଷେପ ଗ୍ରହଣ…

ପୁଣି ବଦଳିଲା ଟିକାକରଣ ଗାଇଡ୍ ଲାଇନ୍‌, କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ନେବେ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ନେଇ ଗାଇଡ୍ ଲାଇନ୍‌ରେ ପୁଣି ପରବର୍ତ୍ତନ କରାଯାଇଛି । ଏଣିକି କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ଟିକା ନେବେ । ଏନେଇ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ ଆଡମିନିଷ୍ଟ୍ରେସନ୍ (ଏନ୍‌ଇଜିଭିଏଏସ୍‌) କରିଥିବା ସୁପାରିସକୁ କେନ୍ଦ୍ର…