ଦୂରଦର୍ଶନରେ ‘ଦି କେରଳା ଷ୍ଟୋରି’ର‌ ପ୍ରସାରଣ ନେଇ ବିବାଦ, ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା…

ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର 'ଦି କେରଳା ଷ୍ଟୋରି'ର‌ ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ…

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରବିନାରାୟଣ ପାଣି

ଭୁବନେଶ୍ୱର - ନିର୍ବାଚନ ଋତୁରେ ଟିକେଟ ପାଇନଥିବା ଓ ଅସନ୍ତୁଷ୍ଟ ନେତାମାନଙ୍କ ଇସ୍ତଫା ପର୍ବ ଜାରି ରହିଛି। ଏ କ୍ରମରେ ଆଜି ବିଜେପି ଛାଡିଛନ୍ତି ପୂର୍ବତନ ଲୋକସଭା ସଦସ୍ୟ ଓ ପୂର୍ବତନ ବିଧାୟକ ରବି ନାରାୟଣ ପାଣି । ଦଳରେ ତାଙ୍କ ପରି ବରିଷ୍ଠ ଓ ସଚ୍ଚୋଟ ନେତାଙ୍କୁ ଅଣଦେଖା କରାଯାଇ ଅନ୍ୟମାନଙ୍କୁ…

ଦିନ ୧୧ରୁ ସାଢେ ୩ ଯାଏଁ ଶ୍ରମିକଙ୍କୁ କାମ ମନା

ଭୁବନେଶ୍ୱର - ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଦୃଷ୍ଟିରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖରା ଦୃଷ୍ଟିରୁ ଶ୍ରମିକମାନେ ଦିନ ୧୧ରୁ ସାଢେ ୩ଟା ଯାଏଁ କାମ କରିବେ ନାହିଁ। ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।…