ମାଳଦ୍ୱୀପ ନିର୍ବାଚନରେ ପୁଣି ମୋଇଜୁଙ୍କ ଦଳକୁ ବହୁମତ

ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ଦଳ ସଂସଦୀୟ ନିର୍ବାଚନରେ ବହୁମତ ହାସଲ କରିଛି। ରିପୋର୍ଟ ଅନୁଯାୟୀ, ମୁଇଜୁଙ୍କ ଦଳ ୯୩ଟି ଆସନ ମଧ୍ୟରୁ ୬୦ରୁ ଅଧିକ ଆସନ ଜିତିଛି । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ମୁଇଜୁ ଲଗାତାର ଦ୍ବିତୀୟ ଥର…

ଆଜିଠୁ କମି ପୁଣି ୨୫ରୁ ବଢିବ

ଭୁବନେଶ୍ୱର - ବେଶ୍ କିଛି ଦିନର ପ୍ରଚଣ୍ଡ ତାତି ପରେ ଆଜିଠୁ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ଲଗାତର ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।…

ଆସନ୍ତା ୨୪ରୁ ହିଞ୍ଜିଳିରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୦ରେ ପ୍ରାର୍ଥିପତ୍ର ଦାଖଲ ସମ୍ଭାବନା

ଭୁବନେଶ୍ୱର - ବିଜେଡିର ଶୀର୍ଷ ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେ ପ୍ରତିନିଧିତ୍ଵ କରୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଦଳ ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ। ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୪…

ରେସିଂ ଇଭେଣ୍ଟ ବେଳେ କାର୍ ମାଡ଼ିଗଲା, ୭ ମୃତ

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ଏକ ରେସିଂ ଇଭେଣ୍ଟରେ ଏକ କାର ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଶ୍ରୀଲଙ୍କାର ସେଣ୍ଟ୍ରାଲ୍ ହିଲ୍ସ ଅଞ୍ଚଳରେ…

ପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା ଆଡପଡାରେ ଅଘଟଣ । ସକାଳେ ବିଲକୁ ଯାଇ ବାପା ପୁଅ ମିଶି ପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡପଡା ଗାଁରେ ଘଟିଛି ଏହି ଘଟଣା । ମୃତକ ହେଲେ…