ପୁଣି ଚର୍ଚ୍ଚାରେ ଆସାମ ନିର୍ବାଚନ: ଭୋଟର ୯୦, ଭୋଟ୍ ପଡିିଛି ୧୭୧

ହାଫଲୋଙ୍ଗ (ଆସାମ) - ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ଏକ ମତଦାନ କେନ୍ଦ୍ରରେ ଭୋଟରଙ୍କ ତୁଳନାରେ ଅଧିକ ଭୋଟ୍ ପଡିବା ଚର୍ଚ୍ଚାର ବିଷୟ ହୋଇଛି । ଏପ୍ରିଲ୧ରେ ରାଜ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିମା ହାସାଓ ଜିଲ୍ଲାର ହାଫଲୋଙ୍ଗ ଆସନରେ ବି ଭୋଟ୍ ଗ୍ରହଣ ହୋଇଥିଲା । ତେବେ…

୧୧୮ ବର୍ଷୀୟା ବୃଦ୍ଧା ନେଲେ କୋଭିଡ୍ ଟିକା

ଭୋପାଳ - ମଧ୍ୟ ପ୍ରଦେଶର ସାଗରରେ ଜଣେ ୧୧୮ ବର୍ଷୀୟ ବୃଦ୍ଧା କୋଭିଡ୍‌-୧୯ ଟିକା ଲଗାଇଛନ୍ତି । ସାଗର ଖିମସାଲା ଅଞ୍ଚଳରେ ଏକ ଟିକା କେନ୍ଦ୍ରରେ ତାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ଏହି ବୟୋବୃଦ୍ଧା ହେଉଛନ୍ତି ତୁଳସୀବାଇ । କୋଭିଡ୍ ଟିକା ନେବାରେ ସେ ବୋଧେ ଦେଶର ସବୁଠାରୁ ବୟସ୍କା ମହିଳା । ଟିକା…

ଫ୍ରାନ୍ସ ଗଣମାଧ୍ୟମର ଦାବି, ରାଫେଲ ଡିଲ୍‌ରେ ହୋଇଛି ଲାଞ୍ଚ କାରବାର; ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଜବାବ ମାଗିଲା…

ନୂଆଦିଲ୍ଲୀ - ପୁଣି ଉଠିଛି ରାଫେଲ ପ୍ରସଙ୍ଗ । ରାଫେଲ କିଣାରେ ଲାଞ୍ଚକାରବାର ହୋଇଥିବା ନେଇ ଫ୍ରାନ୍ସର ଏକ ୱେବସାଇଟ ଦାବି କରିଛି । ରାଫେଲର ନିର୍ମାତା ‘ଡାସଲ୍ଟ’ ତରଫରୁ ଜଣେ ମଧ୍ୟସ୍ଥିକୁ ୧.୧ ନିୟୁତ ୟୁରୋ ଲାଞ୍ଚ ଦିଆଯାଇଥିଲା ବୋଲି ଉକ୍ତ ୱେବସାଇଟ୍ କହିଛି । ଏହି ଖୁଲାସା ପରେ…

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ – ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଅନିଲ ଦେଶମୁଖ । ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ଦେଶମୁଖ ପଦ ଛାଡ଼ିଛନ୍ତି । ରାଜ୍ୟପାଳ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଉଦ୍ଧବ…