ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ନବୀନ

ଭୁବନେଶ୍ବର: ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକ…

ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଗୋଳନ୍ଥରା ଥାନାର ଦୁଇ ପୋଲିସ କର୍ମଚାରୀ ସସପେଣ୍ଡ୍‌, ଆଇଆଇସିଙ୍କୁ ବଦଳି

ବ୍ରହ୍ମପୁର- ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଳନ୍ଥରା ଥାନାରେ ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଏସପି । ଏସଆଇ ପି.ସି ଆଚାର୍ଯ୍ୟ ଓ ସେଂଟ୍ରି ଡି.ପି ଜେନାଙ୍କୁ ସସପେଣ୍ଡ୍ କରାଯାଇଛି । ଏଥିସହତି ଗୋଳନ୍ଥରା…

ମାଲକାନଗିରି ଜିଲ୍ଲା ବିଷାକ୍ତ ଲସି ଘଟଣାରେ ବାପ ପୁଅ ସମେତ ତିନି ଗିରଫ

ମାଲକାନଗିରି – ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରେ ବିଷାକ୍ତ ଲସି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ବିଷାକ୍ତ ଲସି ପିଇ ଶତାଧିକ ଅସୁସ୍ଥ ହୋଇପଡିଥିବା ବେଳେ ଜଣେ ନାବାଳିକା ପ୍ରାଣ ହରାଇଥିଲେ । ଲସି ବିକ୍ରି କରୁଥିବା ବାପପୁଅ ସହ ଆଉ ଜଣକୁ ଗିରଫ କରିଛି ।…

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଉପରେ ଲାଗିପାରେ ରୋକ୍‌, ମେ ୧୭ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି । ଏହିସବୁ କାର୍ଯ୍ୟ ବନ୍ଦ କରିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର…

ବିହାରରେ ମେ ୧୫ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ପାଟନା: କରୋନା ସଂକ୍ରମଣ ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ବିହାରରେ ମେ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିସହିତ ନୀତିଶଙ୍କ ନିର୍ଦ୍ଦେଶରେ ଗୃହ ବିଭାଗ ଲକ୍‌ଡାଉନ୍…

ୟୁପି ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟ୍‌କା, ଅଯୋଧ୍ୟା, ବାରାଣସୀରେ ଧରାଶାୟୀ

ଲକ୍ଷ୍ନୌ: ପଶ୍ଚିମବଙ୍ଗ ନିର୍ବାଚନ ପରେ ବିଜେପିକୁ ନିଜ ଗଡ଼ ଉତ୍ତର ପ୍ରଦେଶରେ ବି ଝଟକା ଲାଗିଛି । ଉତ୍ତର ପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଦଳ ବିଭିନ୍ନ ଜିଲ୍ଲାରେ ଅମାନତ ହରାଇଛି । ଯଦିଓ ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇନାହିଁ, ବିଜେପି ଅଯୋଧ୍ୟା ଓ ବାରାଣସୀ ଭଳି…