କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜ ତୃତୀୟ ଇନିଂସ୍ ଆରମ୍ଭ କରିଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ପଦ ଓ ଗୋପନୀୟତାର…

ନରସଂହାରଠୁ କମ୍ ନୁହେଁ, ଅକ୍ସିଜେନ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ନେଇ ଯୋଗୀ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ…

ଆହ୍ଲାବାଦ: ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସାମ୍ପ୍ରତିକ ସମୟରେ ହସ୍ପିଟାଲ ଗୁଡିକର ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉଦାସୀନ ମନୋଭାବକୁ ହାଇକୋର୍ଟ…

କରୋନା ସଙ୍କଟ: ଦିନକରେ ରେକର୍ଡ ୩୭୮୦ ଲୋକଙ୍କ ମୃତ୍ୟୁ, ଆଉ ୩.୮୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଅନିୟନ୍ତ୍ରିତ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୨,୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରେକର୍ଡ ୩୭୮୦ ଜଣଙ୍କର ମୃତ୍ୟୁ ହୋଇଛି । ଶେଷଥର ମେ ୧ରେ ୩୬୮୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।…

ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବରୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ରାଜ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ, ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ, ଜାରି ରହିବ ଅତ୍ୟାବଶ୍ୟକ ସେବା

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୩୧, ସୁନ୍ଦରଗଡରୁ ୧ ହଜାର ୧୩୭, କଟକରୁ ୭୯୦, ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ପୁରୀରୁ ୪୩୬, ଅନୁଗୁଳରୁ ୪୪୩, କଳାହାଣ୍ଡିରୁ ୪୧୪, ନବରଙ୍ଗପୁରରୁ…

ନ୍ୟୁଜରୁମ: ସକାଳର ଖବର

ଆଜିଠାରୁ ୧୯ ତାରିଖ ଯାଏଁ ସାରାରାଜ୍ୟରେ ଲକଡାଉନ୍ ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା କଲେ ନବୀନ କାଲିଠାରୁ ମେ ୩୧ତାରିଖ ଯାଏଁ ରାଜ୍ୟରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଅବକାଶ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଗୋଳନ୍ଥରା ଥାନାର ଦୁଇ ପୋଲିସ କର୍ମଚାରୀ…

Newsroom: Morning Headlines

Odisha Govt Amends Lockdown Guidelines Odisha: Five Special Trains Cancelled for Poor Patronisation Aska Police Extend Helping Hands to Destitute People amid Pandemic COVID-19: Ganjam Police Shift to Phone Based Grievance…