କୋରୋନା ବିରୋଧୀ ଲଢେଇ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର ଦାନ

ଭୁବନେଶ୍ୱର – କୋରୋନା ବିରୋଧରେ ଲଢେଇ ଦୃଢୀଭୂତ କରିବାକୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଆଗେଇ ଆସୁଛନ୍ତି । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ସହାୟତା ପାଇଁ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛି । ବିଶ୍ୱବିଦ୍ୟାଳୟର…

କୋରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା ସହ ଶ୍ରୀମନ୍ଦିରରେ ଦୀପଦାନ

ପୁରୀ – କୋରୋନା ମହାମାରୀରୁ ମୁକ୍ତି ପାଇଁ ପ୍ରାର୍ଥନା କରାଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୀପଦାନ । ସାଂପ୍ରତିକ କୋଭିଡ ପରିସ୍ଥିତିରେ ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସମ୍ମୁଖରେ ଦୀପ ଦାନ ହୋଇଛି । ତିନଟି ଦୀପ ଦାନ କରି ନିର୍ଦ୍ଦିଷ୍ଟ ଭାବେ ଓଡିଶା, ଭାରତ…

କରୋନା ସଙ୍କଟ: ଦିନକରେ ରେକର୍ଡ ୩.୮୬ ଲକ୍ଷ ମାମଲା, ୩୪୯୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସୁନାମି ଭଳି ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଛି । ଦିନକରେ ଭାରତରେ ଆଉ ୩,୮୬,୪୫୨ ମାମଲା ଚିହ୍ନଟ ହୋଇଛି । ବିଶ୍ୱର ପ୍ରାୟ ୪୦% ମାମଲା ଏବେ ଭାରତରେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭାରତରେ…

ରାଜ୍ୟରେ ପୁଣି ୮ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ ,ଦିନକରେ ୮୬୮୧ ନୂଆ ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୧୪୦୮

ଭୁବନେଶ୍ୱର- ରାଜ୍ୟରେ ୮ ହଜାର ୬୮୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ସଂଗରୋଧରୁ ୪ ହଜାର ୯୪୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୭୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧ ହଜାର ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୪୫,…